Latest Odisha News

୧୪ ଓକିଲଙ୍କ ଜାମିନ ଖାରଜ, ଆଉ ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ

ସମ୍ୱଲପୁର: ଓକିଲ ଆନ୍ଦୋଳନ ଘଟଣାକୁ ନେଇ ଗିରଫ ୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜିଲ୍ଲା ଜଜ୍ କୋର୍ଟ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ସମ୍ୱଲପୁର ସବଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ କୁଚିଣ୍ଡାର ୧୪ ଜଣ ଓକିଲ ଜାମିନ ଆବେଦନ କରିଥିଲେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ସାମିଲ ହୋଇଛନ୍ତି ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨…

ଡୁଗିନଙ୍କ ଚେତାବନୀ: ବିଶ୍ୱସମୂହ ପାଇଁ ୩ୟ ବିଶ୍ୱଯୁଦ୍ଧର ସଙ୍କେତ ନୁହେଁ ତ?

ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି…

ଆଜି ଜିଏସଟି କାଉନ୍ସିଲ୍ ବୈଠକ: ଗୁଟଖା-ପାନ ମସଲା, ଅନଲାଇନ୍ ଗେମିଂ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଗୁଟଖା, ପାନ ମସଲା ଉପରେ ବଢିପାରେ ଟ୍ୟାକ୍ସ । ଅନଲାଇନ ଗେମିଂ, କ୍ୟାସିନୋ ଓ ହର୍ସ ରେସିଂ ଉପରେ ବି ଅଧିକ ପ୍ରତିଶତ ଲାଗିପାରେ ଜିଏସଟି । କାରଣ ଆଜି ବସିବାକୁ ଯାଉଛି ଜିଏସଟି କାଉନସିଲର ୪୮ତମ ବୈଠକ । ଗୁଟଖା-ପାନ ମସଲାରେ ୩୮ % ଟିକସ ଲଗାଇବା ନେଇ ପ୍ରସ୍ତାବ ରହିଛି । ଏହା…

ପଦ୍ମପୁର  ପରାଜୟର ହେବ ତର୍ଜମା: ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ପଦ୍ମପୁର ଉପନିର୍ବାଚନ ପରେ ତାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଛି । ତାହାର ତର୍ଜମା କରିବାକୁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ପରାଜୟର…

୨୪ ଜାନୁଆରୀରୁ JEE Mains : କିପରି କରିବେ ଆବେଦନ?

ନୂଆଦିଲ୍ଲୀ : ଜେଇଇ ମେନ୍ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଜେଇଇ ମେନ୍ସ ୨୦୨୩ର ଆବେଦନ ଫର୍ମ ଜାରି କରିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ ପାଇଁ ଆଶାୟୀ ଜେଇଇମେନ୍.ଏନଟିଏ.ଏନଆଇସି.ଇନ୍ କୁ ଯାଇ ଅନଲାଇନ ଆବେଦନ…

ସୁନ୍ଦର ଚେହେରା ଦେଖି ନିରୀହ ଭାବିଯିବେନି; ଇଏ ହେଉଛନ୍ତି ଆତଙ୍କୀ ଦୁନିଆର ହ୍ୱାଇଟ୍ ଓ୍ୱିଡୋ ସାମନ୍ଥା ଲୁଇସ୍…

କେନିଆ : ଫଟୋରେ ସୁନ୍ଦରୀ ଯୁବତୀଙ୍କୁ ଦେଖି ତାଙ୍କୁ ନିରୀହ ଭାବିଯିବେନି । ‘ଆତଙ୍କର ହ୍ୱାଇଟ୍ ଓ୍ୱିଡୋ’ ଭାବେ ସେ ପରିଚିତ । ୪ ଶହ ଲୋକଙ୍କ ଜୀବନ ନେଇଛନ୍ତି ଏଇ ସୁନ୍ଦର ତରୁଣୀ । ନାଁ ତାଙ୍କର ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍ । ଆତଙ୍କୀ ଦୁନିଆର ବେଗମ୍ । ବ୍ରିଟେନର କୁଖ୍ୟାତ ମହିଳା ଆତଙ୍କୀ…

ବରଫ ଦେଶରେ ମରୁଭୂମି ଜାହାଜ; ଖୁସିରେ କୁଦି କୁଦି ନାଚିଲା ଓଟ

ନୂଆଦିଲ୍ଲୀ : ଓଟକୁ କେବେ ବରଫାଞ୍ଚଳରେ ଦେଖିଛନ୍ତି କି ? ଏହି ପ୍ରଶ୍ନରେ ସମସ୍ତେ କହିବେ ‘ନା’ । ଆମେ ସାଧାରଣତଃ ଓଟକୁ ମରୁଭୂମିରେ ଦେଖିଥାଉ । ଓଟକୁ ମରୁଭୂମିର ଜାହାଜ ବୋଲି ବି କୁହାଯାଏ । ତେଣୁ ବରଫ ଦେଶରେ ଓଟ କେଉଁଠୁ ଆସିବ ବୋଲି ମନକୁ ହଠାତ୍ ଆସିବ । କିନ୍ତୁ ଇନଷ୍ଟାଗ୍ରାମର ଏକ ଭିଡିଓରେ…

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ,…