Latest Odisha News

BREAKING NEWS

କିଏ କାହା ଟ୍ରାପରେ ? ପ୍ରମୋଦ ସ୍ୱାଇଁଙ୍କ ବୟାନ ପରେ ନୂଆ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ଇଡି କରୁଛି ଖୋଳତାଡ଼ । ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ଇଡି କରିଛି ଜେରା । ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଏତଲା କରିଥିଲେ ଅର୍ଚ୍ଚନା । ୨୦୧୭ ନଭେମ୍ୱର ୧୬ ତାରିଖରେ ଭୁବନେଶ୍ୱର ମହିଳା…

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।…

ରେକର୍ଡ ବଜାୟ ରଖୁଛି ସେମିଳିଗୁଡା: ୭.୪ ଡିଗ୍ରୀ ରହିଛି ପାରଦ

ଭୁବନେଶ୍ୱର: ରାଜ୍ୟରେ ପାରଦ ନିମ୍ନମୁଖୀ ହୋଇଛି । ଫଳରେ ଶୀତ ବଢିବାରେ ଲାଗିଛି । ଗତକାଲିର ରାତି ତାପମାତ୍ରା ରେକର୍ଡ ଅନୁସାରେ ସେମିଳିଗୁଡାରେ ପାରଦ ୭.୪ ଡିଗ୍ରୀକୁ ଖସିଥିଲା । ଜି.ଉଦୟଗିରି ୯ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡି ୯.୫ ଡିଗ୍ରୀ, ନବରଙ୍ଗପୁର ଓ କିରେଇରେ ୧୦ ଡିଗ୍ରୀ, କୋରାପୁଟ…

ମହାପ୍ରଭୁଙ୍କୁ ଶୀତ; ଶ୍ରୀଜିଉଙ୍କୁ ଲାଗି ହେବ ଘୋଡ଼

ପୁରୀ: ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଘୋଡଲାଗି ନୀତି । ଓଢଣ ଷଷ୍ଠୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।  ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଆଜି ମହାପ୍ରଭୁଙ୍କ ଘୋଡଲାଗି ନୀତି । ସକାଳଧୂପ ବଢିବା ପରେ ମଇଲମ…

ଗୁଜରାଟର ନିଆରା ଗାଁ; ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଗୁଜରାଟ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ…

ଗ୍ୟାଙ୍ଗଷ୍ଟର ଲିଙ୍କ୍ ସନ୍ଦେହରେ ଦେଶର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ଲ ବିଶ୍ନୋଇ ଉପରେ ଏନଆଇଏ ଶିକୁଳି । ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଜେରା କରିଛନ୍ତି ଏନଆଇଏ ଓ ଦିଲ୍ଲୀ ପୋଲିସ । ଏହାପରେ ଜଣାପଡିଛିଯେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜେଲରେ ରହି ନିଜ ନେଟଓ୍ୱର୍କ ଜାରି ରଖିଛନ୍ତି । ତେଣୁ ପ୍ରାୟ ୬ଟି ଜିଲ୍ଲାର ମୋଟ ୨୦ଟି ଠିକଣାରେ…

ସ୍କୁଲ ଛାତ୍ରୀଙ୍କୁ ମାଗଣା ପ୍ୟାଡ୍ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କ ମାସିକ ସମୟରେ ସ୍ୱଚ୍ଛତା ସମ୍ପର୍କୀତ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେମାନଙ୍କୁ ସ୍କୁଲରେ ମାଗଣାରେ ପ୍ୟାଡ୍ ପ୍ରଦାନ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସ୍କୁଲ ଗୁଡିକରେ ଖୁବଶୀଘ୍ର ଠୋସ୍ ବ୍ୟବସ୍ଥା ହେବାକୁ ଯାଉଛି । ମାସିକ,…

ବନ୍ଦ ହେବନି ପଦ୍ମପୁର, ପ୍ରଚାରରେ କମ୍ପିବ ମୈଦାନ୍

ପଦ୍ମପୁର: ଆଜି ବନ୍ଦ ହେବନି ପଦ୍ମପୁର । ବଣିକ ସଂଘ ଦେଇଥିଲା ୧୨ ଘଣ୍ଟିଆ ବନ୍ଦ ଡାକରା । ଗତକାଲି ସକାଳେ ୩ ବିଜେଡି ନେତାଙ୍କ ଘରେ ଆୟକର ଓ ସନ୍ଧ୍ୟାରେ ଜଣେ ବିଜେପି ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ବନ୍ଦ ଡାକରା ଦେଇଥିଲା । ଉପନିର୍ବାଚନ ପୂର୍ବରୁ ରେଡ୍…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଆୟକର ରେଡ୍

ପଦ୍ମପୁର: ପଦ୍ମପୁରରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ୩ ବିଜେଡି କର୍ମୀଙ୍କ ଘରେ ଚାଲିଛି ଆୟକର ରେଡ୍ । ୩ ଜଣଯାକ ପ୍ରତିଷ୍ଠିତ ବ୍ୟବସାୟୀ । ତିନିଜଣଙ୍କ ଘରକୁ ଜଗିଛନ୍ତି ସଶସ୍ତ୍ର ସିଆରପିଏଫ୍ । ବହିଦାରପଡାର ମହମ୍ମଦ ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରଓ୍ୱାଲଙ୍କ…