Latest Odisha News

BREAKING NEWS

ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମହମହିମ ଦ୍ରୌପଦୀ ମୁର୍ମୁ । ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି । ତାଙ୍କ ସାଙ୍ଗରେ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇବାକୁ ବସିଥିଲେ । ଗଜପତିଙ୍କ…

ଜାଗା ମିଶନ : ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ, ୫ ମହାନଗରରେ ଡ୍ରୋନ ସର୍ଭେ ଶୁଭାରମ୍ଭ

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦେବାକୁ ଓଡିଶା ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ୭୦୭ ବିଜୁ ଆଦର୍ଶ କଲୋନୀ ।  ଜାଗା ମିଶନକୁ ଆଉ ପାଦେ ଆଗେଇ…

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର…

ମୋର୍ବି ଘଟଣାରେ ଚର୍ଚ୍ଚିତ ପୂର୍ବତନ ବିଧାୟକଙ୍କୁ ନିର୍ବାଚନ ଟିକେଟ୍ ଦେଲା ବିଜେପି

ଗୁଜରାଟ : ଲୋକଙ୍କୁ ବଞ୍ଚାଇବାକୁ ମାଛୁ ନଦୀକୁ ଡେଇଁଥିଲେ । ଏବେ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ପାଇଲେ । ସେ ହେଉଛନ୍ତି ଗୁଜରାଟର ପୂର୍ବତନ ବିଧାୟକ କାନ୍ତିଲାଲ ଅମୃତିଆ । ମୋର୍ବି ଝୁଲା ପୋଲରୁ ନଦୀଗର୍ଭକୁ ଖସିପଡିଥିଲେ ଲୋକେ । କେବଳ ଦେଖଣାହାରୀ ନହୋଇ ଉଦ୍ଧାରକର୍ତ୍ତା ହୋଇଥିଲେ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ।  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଭୋଟ୍ ଗଣତି ହେବ । ଏନେଇ ପୂର୍ବରୁ ଭାରତୀୟ…

୧୧ହଜାର କର୍ମଚାରୀଙ୍କୁ ଛଟେଇ କରିବ ‘ମେଟା’

ନୂଆଦିଲ୍ଲୀ : ଫେସବୁକର ପେରେଣ୍ଚ କମ୍ପାନୀ ମେଟା ୧୧ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ । କ୍ଷତିରେ ଚାଲୁଛି ସୋସିଆଲ ମିଡିଆ କମ୍ପାନୀ ମେଟା । ମେଟା ସିଇଓ ମାର୍କ ଜୁକରବର୍ଗ ଆଜି ଏନେଇ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ମେଟା ଟିମରୁ ବଡ଼ ପଦବୀରେ ଥିବା ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ…

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ତାଙ୍କ ଗସ୍ତବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩ ଶହ ଅଫିସର ନିୟୋଜିତ ହେବେ । କେବଳ ପୁରୀରେ ୫ଜଣ ଏସପି…

ଜମ୍ମୁ କାଶ୍ମୀର ଆତଙ୍କବାଦ ପୀଡିତଙ୍କ ପାଇଁ କେନ୍ଦ୍ରୀୟ କୋଟାରେ ମେଡିକାଲ ସିଟ୍ ସଂରକ୍ଷଣ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦର ଶିକାର ମୃତ ବ୍ୟକ୍ତିଙ୍କ ପିଲାମାନଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ ହେବ । ଦେଶର ସମସ୍ତ ସରକାରୀ ମେଡିକାଲ କଲେଜ ଗୁଡିକରେ ଏପରି ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ…