Latest Odisha News

BREAKING NEWS

ମନୋଜ୍ଞ ମନୀଷୀ ମନୋଜ ଦାସ

ମନୋଜ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ  ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ବାଲେଶ୍ବର ଶଙ୍ଖାରି ଗ୍ରାମ ର ସଂଭ୍ରାନ୍ତ ପରିବାରରେ ପିତା ଏବଂ ମାତା କାଦମ୍ବିନୀ ଦେବୀ ଙ୍କ କୋଳରେ…

ଆମ୍ବ ଗଛର ବିଶ୍ବକର୍ମା : କଲିମୁଲ୍ଲା ଖାଁ ସାହେବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଆମ୍ବ ଗଛ ଭଳି ଗଛଟିଏ ନାହିଁ ପୃଥିବୀରେ। ଫଳମାନଙ୍କ ମଧ୍ୟରେ ରାଜା ହେଲା ଆମ୍ବ । ଆମ୍ବ ଆମର ରାଷ୍ଟ୍ରୀୟ ଫଳ। କିଏ ଅବା ଭଲ ନ’ ପାଆନ୍ତି ତା’କୁ ? କିଏ କେତେ ପ୍ରଶଂସା ନ’ କରନ୍ତି ତା’ର। ଦିନେ ପ୍ରସିଦ୍ଧ କବି ଅମୀର୍ ଖୁସ୍ରୁ କହିଥିଲେ “ ଆମ୍ବ ହେଉଛି…

କି ବା ଅସାଧ୍ୟ ମହୀତଳେ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି…

ବିନ୍ଦୁରୁ ବଳୟ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… କଠୋର ଅଧ୍ୟବସାୟ , ଦୃଢ ଆତ୍ମ ପ୍ରତ୍ୟୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଦୃଢ ଇଚ୍ଛା ଶକ୍ତି ନେଇ କଠିନ ପରିଶ୍ରମ କରିବା ସହିତ ସତ୍ ମାର୍ଗରେ ଚାଲି ନିଜର ଲକ୍ଷ୍ୟ ସାଧନ ସମାଜରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ମଣିଷକୁ ଈଶ୍ବର ସବୁମତେ…

ଚିର ସମର୍ଥା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ବଡ଼ ବିଚିତ୍ର ଈଶ୍ଵରଙ୍କର ଏ ସୃଷ୍ଟି । ବିଶେଷ କରି ନାରୀକୁ ଗଢିବା ବେଳେ କ’ଣ ତାଙ୍କ ମନରେ ଥାଏ କେଜାଣି କେତେବେଳେ କାହାକୁ ଅପରୂପା କରି ଗଢି ଦେଇ ତା’ ଉପରେ ସଂସାରର ସବୁ ଐଶ୍ୱର୍ଯ୍ୟ ଅଜାଡି ଦିଅନ୍ତି ତ’ ଆଉ କେତେବେଳେ କାହାକୁ ଅରୂପା କରି ତା’…

ଉପେକ୍ଷିତା ନାୟିକା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ... ଦୁଇହଜାର ଏକୋଇଶି ମସିହାର ନଭେମ୍ବର ମାସ ନଅ ତାରିଖ । ରାଷ୍ଟ୍ରପତି ଭବନରେ ଚାଲିଥାଏ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ “ ପଦ୍ମ ପୁରସ୍କାର” ପ୍ରଦାନର ବର୍ଣ୍ଣାଢ୍ୟ ମହୋତ୍ସବ । ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ସବୁ ରାଜ୍ୟର…

ମୋ ପିଲାଦିନ ଆଉ ମକର ସଂକ୍ରାନ୍ତି

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ.......  କଟକ ସହରରେ ରହୁଥିଲେ ମଧ୍ୟ ବୋଉ ମୋର ତା’ ଗାଉଁଲି ପରମ୍ପରାକୁ ମୋଟେ ଛାଡି ନଥିଲା। ଦୁତିଆ ଓଷାଠାରୁ ଦାଣ୍ଡ ପହଁରା ଯାଏଁ ଗାଆଁରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣି ସେ ଏଇଠି ରହି ପାଳନ କରୁଥିଲା ଖୁବ୍ ଆଗ୍ରହର ସହିତ।କଟକରେ ମକର…

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….  ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ…

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ....... ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ…