Latest Odisha News

BREAKING NEWS

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ଵରରେ ଆଗାମୀ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ।

ସୂଚନା ଅନୁସାରେ ପଟିଆ ଓ ଖଣ୍ଡଗିରିରେ ଏହି ୨ଟି ଶ୍ମଶାନ  କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେବାକୁ ଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି ।

ଏନେଇ ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.