Latest Odisha News

BREAKING NEWS

ଏହି ରାଜ୍ୟରେ ଜୁନ୍‌ ୧ ଯାଏ ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌। ସୋମବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି।

“ଲକ୍‌ଡାଉନ୍‌ର ଭଲ ପ୍ରଭାବ ପଡିଛି ଏବଂ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ତେଣୁ ଜୁନ୍ ୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିହାର ସିଏମ୍‌”। ମହାମାରୀର ସମୀକ୍ଷା ପାଇଁ ଡକାଯାଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.