Latest Odisha News

BREAKING NEWS

Browsing Tag

Rayagada

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ  ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍‌’ କୁ…

ବଜାରରୁ ୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଥାନା ଘେରିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ । ଏକାଠି ହେଲେ ଡଙ୍ଗରିଆ କନ୍ଧ । ଶନିବାର ମାଓ ଇନଫର୍ମର ସନ୍ଦେହରେ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ ଜଣଙ୍କୁ ଉଠାଇ ନେଇଥିଲା । ଯାହାର ପ୍ରତିବାଦରେ  ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ…

କଲର୍ଭଟ ଭୁଶୁଡ଼ି ୫ ମୃତ ଘଟଣାରେ ମିଳିଲା କ୍ଷତିପୂରଣ, ଗିରଫ ଭୟରେ ଠିକାଦାର ଫେରାର୍

ରାୟଗଡ଼ା: କଲର୍ଭଟ୍ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ଷତିପୂରଣ ରାଶିକୁ ଆଜି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ୱଧାଦେବ ସିଂ ଗାଁକୁ ଦେଇଛନ୍ତି । ୩ଟି ପରିବାରକୁ ୪ ଲକ୍ଷ ଲେଖାଏ ଚେକ୍ ଦେଇଛି ପ୍ରଶାସନ । ଅନ୍ୟପଟେ ଘଟଣା ପର ଠାରୁ ଗିରଫଦାରୀ…

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…

ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ପାଳନ ନେଇ ମାଓବାଦୀ ଲଗାଇଲେ ପୋଷ୍ଟର

ରାୟଗଡ଼ା: ଆସନ୍ତାକାଲି ଠାରୁ ସହିଦ ସପ୍ତାହ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଛି ଲାଲବାହିନୀ । ସିପିଆଇ ମାଓବାଦୀ ବାଂଶଧରା ଘୁମୁସର ନାଗାବଳୀ…

୧୦ ବର୍ଷ ବିତିଗଲା ଶୁଣିଲାନି ପ୍ରଶାସନ, ଶେଷରେ ଗ୍ରାମବାସୀ ପାଣି ମଡ଼ାଇବାକୁ ନିଜେ ଖୋଳିଲେ କେନାଲ

ରାୟଗଡ଼ା: କାହା ହାତରେ କୋଦାଳ ତ ଆଉ କାହା ହାତରେ ଶାବଳ । ଚାଷ ଜମିକୁ ଜଳ ସେଚନ ଲାଗି ଚାଲିଛି କେନାଲ ନିର୍ମାଣ । ହେଲେ କୌଣସି ସରକାରୀ ଯୋଜନାରେ ନୁହେଁ ବରଂ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଶ୍ରମ ଦାନ ତରି ତିଆରି କରୁଛନ୍ତି କେନାଲ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁ…

ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ୭ ଦିନ ମହଲତ

ରାୟଗଡ଼ା: ରାୟଗଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ଅଶୋକ ସିନେମା ହଲ୍ ଠାରୁ ଉଚ୍ଛେଦ ପ୍ରକ୍ରିୟା…

ମୌସୁମୀର ଲୁଚକାଳି ଖେଳ, ପଡ଼ିଆ ପଡ଼ିଛି ରାୟଗଡ଼ା ୭୦ ଭାଗ ଧାନ ଜମି

ରାୟଗଡ଼ା: ପ୍ରକୃତିର ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଏ ବର୍ଷର ଚାଷୀ ଭାଇ ଚିନ୍ତାରେ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନବିଲରେ ଏ ଯାଏ ଆଶାନୁରୂପ ରୁଆ ବେଉଷଣା ହୋଇପାରି ନାହିଁ । ଆଷାଢ଼ ଯାଇ ଶ୍ରାବଣ ମଝି ହେବାକୁ ବସିଲାଣି ହେଲେ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା…

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ…