Latest Odisha News

BREAKING NEWS

ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ଜାଳିଦେଲା ୫.୩କୋଟି ଟଙ୍କା

ଓଟୱା: ଏଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ୫.୩କୋଟି ଟଙ୍କାରେ ନିଆଁ ଲଗାଇ ଜାଳିଦେଲା । କାନାଡାରେ ଏହି ଘଟଣାଟି ଘଟିଛି ।

ବ୍ୟବସାୟୀ କେଭିନ ଫିଲିପ୍ସ କୋର୍ଟ ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ୬ଟି ବ୍ୟାଙ୍କ ଆକାଂଉଟରେ ଥିବା ସମସ୍ତ ଅର୍ଥ ମୁଁ ଜାଳିଦେଇଛି । ଫିଲିପ୍ସଙ୍କୁ ଏହି ଘଟଣା ନେଇ ୧ମାସର ଜେଲ ଦଣ୍ଡାଦେଶ ଦିଆଯାଇଛି । ପ୍ରଥମେ ଏହାକୁ କେହି ବିଶ୍ୱାସ କରୁ ନ ଥିଲେ ମାତ୍ର ସେ ରଶିଦ ଦେଖାଇବା ପରେ ଘଟଣାର ସତ୍ୟତା ଜଣା ପଡିଥିଲା ।

Leave A Reply

Your email address will not be published.