Latest Odisha News

BREAKING NEWS

ବଲୁଚିସ୍ତାନରେ ୨୦୦ ବର୍ଷର ପୁୁରାତନ ହିନ୍ଦୁ ମନ୍ଦିର ଖୋଲାଗଲା

ଲାହୋର: ପାକିସ୍ତାନ ସରକାର ପ୍ରଥମଥର ପାଇଁ ବଲୁଚିସ୍ତାନରେ ଥିବା ୨୦୦ ବର୍ଷର ପୁରାତନ ମନ୍ଦିର ହିନ୍ଦୁ ଭକ୍ତଙ୍କ ପାଇଁ ଖୋଲାଯାଇଛି । ୩୨ ବର୍ଷ ତଳେ ଏହି ମନ୍ଦିର ମଧ୍ୟରେ ଜୋର ଜବରଦସ୍ତ ଏକ ସ୍କୁଲ ଖେଳାଯାଇଥିଲା ।

ତହ୍ଲା ସଲୀମ ଏବଂ ସ୍ଥାନୀୟ ମସଜିଦର ଇମାମ ମୌଲାନା ଆଲ୍ଲା ଦାଦ ଖାଁଙ୍କ ପ୍ରଚେଷ୍ଟାରେ ସ୍କୁଲକୁ ବନ୍ଦ କରାଯାଇ ଏହି ମନ୍ଦିର ଖୋଲାଯାଇଛି । ଏହି ଅବସରରେ ଏଠାରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ମନ୍ଦିରର ମୁଖ୍ୟ ଦ୍ୱାରରେ ପାକିସ୍ତାନ ଜାତୀୟ ପତାକା ଲଗା ଯାଇଛି ।

Leave A Reply

Your email address will not be published.