Latest Odisha News

BREAKING NEWS

Browsing Category

ସହର

City

ଜଙ୍ଗଲ ଜଗିଛି ଏଆଇ କ୍ୟାମେରା, ଜାଣନ୍ତୁ କ’ଣ ମିଳିଛି ଫାଇଦା?

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ହ୍ରାସ ପାଇଛି। ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଏଆଇ ଜନିତ ସତର୍କସୂଚନା କାର୍ଯ୍ୟକାରୀ ହେବା ଏବଂ ବନ ଅଧିକାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ…

ଯୋଗୀ ବେଶରେ ବିରଳ ସାପ ରଖି ଭିକ୍ଷା ମାଗିବା ବେଳେ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଓଲ୍ଡ ଟାଉନ ଅଞ୍ଚଳରେ ସାଧୁ ବେଶରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଠାରୁ ଏକ ବିରଳ ସାପକୁ ଉଦ୍ଧାର କରିଛି ପୋଲିସ । ଏହି ତିନି ଜଣ ଦିଲ୍ଲୀବାସିନ୍ଦା ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି। ଏବେ ଏମାନଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତୃପକ୍ଷ ସାପ ସହିତ…

ଆଇଏମଡି ୨ ସପ୍ତାହ ପାଇଁ ପାଣିପାଗର ପୂର୍ବାନୁମାନ ଜାରି କଲା; ଜାଣନ୍ତୁ ଓଡ଼ିଶାରେ ଲମ୍ବା ଗ୍ରୀଷ୍ମ ପ୍ରବାହର କାରଣ

ଭୁବନେଶ୍ୱର: ଆଜିଠୁ ମେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ବେଳେବେଳେ ବଜ୍ରପାତ ସହ ଶୁଖିଲା ପାଗ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ ଏବଂ ଆଜିଠୁ ରବିବାର…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ତେବେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର…

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି ଏମସ ଭୁବନେଶ୍ୱର, କାର୍ଯ୍ୟ କରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରେ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମସ୍ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି । ଅସହ୍ୟ ଗ୍ରୀଷ୍ମ କାରଣରୁ…

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ । ଏହା ମଧ୍ୟରେ ରହିଛନ୍ତି ରଣପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଯଥା- ଗୋପାଳପୁର, ବଡିପୋରଡା, ନରେନ୍ଦ୍ରପୁର, ବରସାହି, ହରିହରପୁର ଓ ବଳଭଦ୍ରପୁରର ବହୁ…

ହାତରୁ ଗଲେ `ଅଧିରାଜ’ କରିବେ କି ଶଙ୍ଖନାଦ ?

ଭୁବନେଶ୍ବର: ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧିରାଜ ଟୁଇଷ୍ଟ। ଗତଥର କଂଗ୍ରେସରୁ ବିଜୟୀ ହୋଇଥିବା ଅଧିରାଜ ପାଣିଗ୍ରାହୀ ଏଥର ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ତାଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି । ଗତଥର ବିଜେଡିର ଲମ୍ବୋଦର ନିଆଳଙ୍କୁ ହରାଇ ବିଧାନସଭାରେ ପହଞ୍ଚିଥିଲେ ଅଧିରାଜ…

ନର୍ଲାରେ ନୂଆ ପୁରୁଣା ଲଢେଇ

ଭୁବନେଶ୍ବର: କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନର୍ଲା ବିଧାନସଭା ଦେଖିବ ବଡ ଲଢେଇ । ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକ ସହ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ରହିଥିବା ନର୍ଲାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଗତଥରର ବିଜେତା ବିଜେଡିର ଭେଟେରାନ୍ ନେତା ଭୂପିନ୍ଦର…

ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ

ଭୁବନେଶ୍ବର: ଫୋକସରେ ରହିଛି କେନ୍ଦ୍ରାପଡାର ପାଟକୁରା ବିଧାନସଭା ଲଢେଇ । ଚବିଶ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ଟୁଇଷ୍ଟ। ବିଜେଡି ବିପକ୍ଷରେ ଥିବା ବିଜୟ ଏଥର ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ବିଜୟ ଓ ବିଜେଡି ମଧ୍ୟରେ ସେତୁ ସାଜିଛନ୍ତି ପୁଅ ଅରବିନ୍ଦ ମହାପାତ୍ର । ବରିଷ୍ଠ…

ବବିଙ୍କ ବିନା ଯାଜପୁର ଲଢେଇ

ଭୁବନେଶ୍ବର : ବିଜେଡିର ଗଡ ଯାଜପୁରରେ ଏଥର ବବିଙ୍କ ବିନା ଚବିଶ ଲଢେଇ ଲଢିବ ଦଳ । ନିଜ କିଲ୍ଲା ଛାଡି ସମ୍ବଲପୁର ଲୋକସଭା ଲଢୁଛନ୍ତି ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସ । ଆଉ ବବିଙ୍କ ଅନୁପସ୍ଥିତିରେ ମିଶନ ଶକ୍ତି ମାଆଙ୍କୁ ସେନାପତି କରିଛି ବିଜେଡି। ବିଜେପିରୁ ଗୌତମ ରାୟ ରିପିଟ୍…