Latest Odisha News

BREAKING NEWS

Browsing Category

ସହର

City

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…

ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା, ଜାଣନ୍ତୁ କିପରି କରିବେ ଅପଡେଟ୍‌

ଭୁବନେଶ୍ୱର: ବୃଦ୍ଧି ପାଇଲା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା । ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟ ସୀମାକୁ…

ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ, ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।…

କାଳବୈଶାଖୀ ସତ୍ତ୍ୱେ ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨୫ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଜି ବି ମିଳିବନି ତାତିରୁ ତ୍ରାହି । ହିଟୱେଭକୁ ନେଇ ରାଜ୍ୟର କିଛିଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ସାମାନ୍ୟ ଆଶ୍ବସ୍ତି । ୨୫ ରୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ସତ୍ତ୍ୱେ ବି ସିଭିୟର…

ଶିମିଳିପାଳରେ ମଧ୍ୟପ୍ରଦେଶର ମହାବଳ: ୩ ରାଜ୍ୟ ସୀମା ଡେଇଁଛି, ସ୍ପଷ୍ଟ କଲା ବାଘ ସେଲ୍

ଭୁବନେଶ୍ୱର: ମଧ୍ୟପ୍ରଦେଶର ମହାବଳ ବାଘ ୩ଟି ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି। ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ନେଇ NTCA (National Tiger Conservation Authority) ସୂଚନା ଦେଇଛନ୍ତି ।…

ଖରାରେ ସିଜୁଛି ସାରା ଓଡିଶା, ସାଢ଼େ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ଵର: ଖରାରେ ସିଜୁଛି ସାରା ଓଡିଶା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି । ୪୩.୬ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ୪୧.୬, ବାଲେଶ୍ୱରରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୧.୮,…

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ଶାହା । ସୋନପୁରରୁ ଫେରି…

୩ ଦିନ ସକାଳୁଆ ସ୍କୁଲ, ଏପ୍ରିଲ ୨୫ରୁ ଖରା ଛୁଟି

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ…

ତତଲା କଡେଇରେ ଭାଜି ହେଉଛି ଓଡିଶା, ଆଜି ବି ସବୁଠୁ ଉତ୍ତପ୍ତ ବାରିପଦା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ଓଡିଶା । ସକାଳୁ ସକାଳୁ ଅସହ୍ୟ ଗରମରେ ରଜ୍ୟର ବିଭିନ୍ନ ସହର ଏବେ କଲବଲ ହେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି । ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା …

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସର ଓ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ନୀତି । ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ…