Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ବିଧାନସଭା ଆଗରେ ଅଭିନେତାଙ୍କ ଧାରଣା

ଭୁବନେଶ୍ଵର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରଯୋଜିକା ସନଲିସା ପଟେଲ । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବାରୁ ଧାରଣା ଦେଇଛନ୍ତି ସନଲିସା । ୫ ଦଫା ଦାବି ନେଇ ସନଲିସାଙ୍କ ସହ ଅନ୍ୟାନ୍ୟ ଅଭିନେତା ମାନେ…

ଆସୁଛି ପିକନିକ ଋତୁ; ପ୍ଲାଷ୍ଟିକ ମୁକ୍ତ ହେବ ୧୦୦ଟି ପିକନିକ୍ ସ୍ପଟ୍

ଭୁବନେଶ୍ବର: ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ଏଠି ସେଠି…

ଗୃହରେ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ଵର: ଆଜି ବି ଗୃହରେ ଅଚଳାବସ୍ଥା । ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । କିନ୍ତୁ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ…

ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି

ଭୁବନେଶ୍ବର: ଏବେ ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଆଉ ଭିକ ମାଗିପାରିବେ ନାହିଁ କୌଣସି ଭିକାରୀ । ଏନେଇ ଆଜି (ବୁଧବାର) କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଅନେକ ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ସିଗନାଲ ନିକଟରେ ପେନ, କଣ୍ଢେଇ, ବେଲୁନ, ଖାଦ୍ୟ…

ସୁଜାତା କାର୍ତ୍ତିକେୟନଙ୍କୁ ଭାଷା,ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ…

କିଟ୍‍ କନଭେନସନରେ ୭୭ତମ ଆଇଆଇଏମ୍‍-ଏଟିଏମ୍‍ ମିଟ୍‍ ଉଦଘାଟିତ

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଟାଲ୍ସ ର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍ ଭୁବନେଶ୍ୱରସ୍ଥିତ କିଟ୍‍ କନଭେନସନ୍‍ ସେଣ୍ଟରଠାରେ ଆଜି ଉଦଘାଟିତ ହୋଇଛି । ଧାତବ ଶିଳ୍ପର ଏହି ଅଗ୍ରଣୀ କାର୍ଯ୍ୟକ୍ରମ ଚଳିତ ନଭେମ୍ବର ୨୨ ତାରିଖ ଆଜିର ଦିନରୁ ଆରମ୍ଭ…

ଚନ୍ଦ୍ରଶେଖରପୁର ସ୍ଥିତ ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଆଜି (ବୁଧବାର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପୁରୁଣା ଓମଫେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆଜି ଅପରାହ୍ନରେ ଓମଫେଡ୍…

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ । ଏହି ଘଟଣାର ଏକ ସିସି ଟିଭି ଫୁଟେଜ ଭାଇରାଲ ହେବାରେ…

ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା

ଭୁବନେଶ୍ଵର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ…