Latest Odisha News

BREAKING NEWS

Browsing Category

ସହର

City

ଆଉ ଦୁଇ ଜିଲ୍ଲାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨୭୬୩ ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ୯୯ କୋଟି ଟଙ୍କା ବ୍ୟୟରେ ୨୯୨୨ ଟି ଉନ୍ନୟନ୍ନପ୍ରକଳ୍ପର…

୩୧ରେ ଶପଥ ଗ୍ରହଣ କରିବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ଵର: ଆସନ୍ତା ୩୧ ତାରିଖରେ ଶପଥ ନେବେ ରାଜ୍ୟର ନୂଆ ରାଜ୍ୟପାଳ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।  ୧୯୮୦ ମସିହାରୁ ଜନସାଧରଙ୍କ…

କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ବର : କଟକରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା। କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍  । ସେ କହିଛନ୍ତି ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ  । ଦଳ…

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ ସମୁଦ୍ର କୌସ୍ତୁଭ

ପାରାଦ୍ବୀପ : କୂଳରେ ଲାଗିଲା ଜାହାଜ ସମୁଦ୍ର କୌସ୍ତୁଭ  । ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ଗତକାଲି ବିଳମ୍ବିତ ରାତିରେ ପାରାଦ୍ବୀପ NQ-2, ବର୍ଥରେ ଲାଗିଲା  । ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା  । ଇଞ୍ଜିନ ଖରାପ…

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା…

OAS ସ୍ତରରେ ବଡ଼ଧରଣ ଅଦଳବଦଳ: ବଦଳିଲେ ୫୩ ଅଧିକାରୀ

ଭୁବନେଶ୍ଵର: OAS ସ୍ତରରେ ବଡ ଧରଣର ଅଦଳବଦଳ । ୫୩ ଜଣ OAS ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁସାରେ, ଗତ ୨୨ ତାରିଖରେ ୨୨୦ଜଣ OAS ଅଦୀକାରୀଙ୍କ ବଦଳି ଗୋଇଥିବା ବେଳେ…

ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ର

ବ୍ରହ୍ମପୁର: ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । …

ସେବାୟତ ବିବାଦ : ଗତକାଲିଠାରୁ ଖାଡା ଉପାସରେ ମହାପ୍ରଭୂ ଶ୍ରୀଲିଙ୍ଗରାଜ, ହୋଇନି କୌଣସି ନୀତିକାନ୍ତି

ଭୁବନେଶ୍ବର : ଆଜି ମଧ୍ୟ ଖାଡା ଉପାସରେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜ ।  ଗତକାଲି ମଙ୍ଗଳ ଆଳତିଠାରୁ ନୀତିକାନ୍ତି ବନ୍ଦ ରହିଛି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ…

ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ହିଂସା, ଦୁଇ ଆହତ

ଭୁବନେଶ୍ୱର: ବୁଧବାର ରାତିରେ ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରସୁଲଗଡ଼ ପୂଜା ମଣ୍ଡପର ମେଢ଼କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବା ବେଳେ ଏହି ଅଘଟଣ ଘଟିଛି। କିଛି ଦୁର୍ବୃତ୍ତ ପୂଜା କମିଟି ସଦସ୍ୟ ଓ ଉତ୍ସବରେ ଭାଗ…

ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣା; ବଦଳିଲେ ବାଙ୍କୀ ଥାନା ଆଇଆଇସି

କଟକ: ବାଙ୍କି ଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି। ଭଦ୍ରେଶ୍ୱର ଥାନାକୁ ବଦଳି ହେଲେ କାବୁଲି ବାରିକ। କଟକ ଜିଲ୍ଲା ବାଙ୍କୀରେ ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କ ବଦଳି ହୋଇଛି। ଭଦ୍ରେଶ୍ବର ଥାନା ଆଇଆଇସି ଶିବ ପ୍ରସାଦ ବେହେରାଙ୍କୁ ବାଙ୍କୀ…