Latest Odisha News

BREAKING NEWS

Browsing Category

ସହର

City

ସାବଧାନ ! ରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ, ୬୯ ଜଣ ମଦ୍ୟପଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ। ଏଥିଲାଗି ରାଜଧାନୀରେ କମିଶନରେଟ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ। ବିଭିନ୍ନ ଛକରେ ପୋଲିସର ଛାପା। ଚେକିଂ ଓ ବ୍ଲକିଂକୁ ବ୍ୟାପକ କରିଛି କମିଶନରେଟ ପୋଲିସ। ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ…

ଆସନ୍ତାକାଲି ଭସାଣ ଉତ୍ସବ, କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଆସନ୍ତାକାଲି ଭକ୍ତଙ୍କ ଗହଣରୁ ମେଲାଣି ନେବେ ମା’ ଦୁର୍ଗା । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ଵିନସିଟି ପୋଲିସ । ଟ୍ରାଫିକ୍ ସମସ୍ୟାକୁ…

ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, 5T ଚେୟାରମ୍ୟାନ ହେଲେ ପାଣ୍ଡିଆନ୍

ଭୁବନେଶ୍ଵର: ସ୍ଵେଚ୍ଛାକୃତ ଅବସର ନେଲା ପରେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । 5T ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ ଭିକେ ପାଣ୍ଡିଆନ । କ୍ୟାବିନେଟ ମନ୍ତ୍ରୀ ଭାବରେ 5T ଓ ନବୀନ ଓଡିଶାର ଚେୟାରମ୍ୟାନ ହେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧାସଳଖ କାମ କରିବେ…

ଭୀଷଣ ରୂପ ନେଲା ବାତ୍ୟା, ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ବତ୍ୟା ‘ହାମୁନ୍’

ଭୁବନେଶ୍ଵର: ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ହାମୁନ୍‌’। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ କରୁଛି ଗତି। ବର୍ତ୍ତମାନ ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହାମୁନ୍। ବାତ୍ୟା…

ବୋମିଖାଲ ଦୁର୍ଗାମଣ୍ଡପରୁ ମହିଳାଙ୍କ ପର୍ସ ଚୋରି, ଆଠ ଲୁଟେରା ଗିରଫ

ଭୁବନେଶ୍ୱର: ବୋମିଖାଲ ଦୁର୍ଗାପୂଜା ମଣ୍ଡପରେ ମହିଳାଙ୍କ ପର୍ସ ଚୋରି କରୁଥିବା ଆଠ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ଦାସ, ମୁକେଶ ଦାସ, ରାହୁଲ କୁମାର, ଅମୀର ଦାସ, ଗୁରୁଦେବ କୁମାର, ଚନ୍ଦନ କୁମାର, ଧୀରଜ କୁମାର ଓ ରୋହିତ କୁମାର। ଏମାନେ ସମସ୍ତେ…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…

ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି  । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ…

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  ।…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ୧୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ !

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।…

ଦଶହରା: ଭିଡକୁ ଦେଖି କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ବନ୍ଦ

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ ସୁବିଧା ଓ…