Latest Odisha News

BREAKING NEWS

Browsing Category

ସହର

City

ଏଥର ସହିଦନଗରରେ ଚମକିବ ଇକୋ ଫ୍ରେଣ୍ଡଲି ତୋରଣ : ଉଚ୍ଚତା ୮୫ ଫୁଟ

ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗା ପୂଜା  । ଏହି  ଅବସରରେ  ଆଜି ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସଭାପତି, ଉପସଭାପତି, ଉପଦେଷ୍ଟା,କର୍ମକର୍ତ୍ତା,ସମ୍ପାଦକ ଓ ୩୦ ନମ୍ବର ଓ୍ବାର୍ଡର କର୍ପୋରେଟର ଏଥିରେ ଉପସ୍ଥିତ ଥିଲେ । ଚଳିତବର୍ଷ ସମିତି…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ ସତ୍କାର ନେଇ…

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି

ଭୁବନେଶ୍ବର: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  । ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି  । ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ପାର୍ବଣ ପୂର୍ବରୁ ଅବକାରୀ ବିଭାଗ ଟାର୍ଗେଟରେ ଡ୍ୟାନ୍ସ ବାର୍ : ଅଚାନକ ରାତିଅଧରେ କଲା ଚଢାଉ

ଭୁବନେଶ୍ବର: ଆସୁଛି ପାର୍ବଣ । ଏହାପୂର୍ବରୁ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ  ଲାଗିଛି  । ବିଭିନ୍ନ ସମୟରେ ହତ୍ୟା, ରାହାଜାନୀ, ଲୁଟପାଟ୍ ର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ବେଶ୍ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ୍  । ଅବକାରୀ ବିଭାଗ ବି ଫୁଲ୍…

କମୁଛି ‘ଭେନାମୀ’ ଚିଙ୍ଗୁଡ଼ି ମାଛ ଚାଷ, ବଢୁଛି ‘ସିଫୁଡ’ ର ଚାହିଦା

ପାରାଦୀପ: 'ସିଫୁଡ୍' ର ବ୍ୟବସାୟ କୁ ବୃଦ୍ଧି କରିବା ଦିଗରେ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା ସମିତି ସଭାଗୃହରେ ରପ୍ତାନୀକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି ଫିସ୍ ପାଇଁ ଉଦ୍ୟୋଗୀ ଙ୍କ ଆଗ୍ରହ ବଢିଥିବା ଲକ୍ଷ କରାଯାଇଛି । ଏନେଇ ପାରାଦୀପ…

ଅନୁଗୁଳ-ଗଜପତି ପାଇଁ ୪ ନେତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି  । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି…

ବାହାନଗା ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର  । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି ଜାରି…

ଆଇଏଏସ ସ୍ତରରେ ଅଦଳବଦଳ : ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ବିଷ୍ଣୁପଦ । ମୋଟ୍ ୮ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଭାସ୍କର…

ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର…

ପଣ୍ଡ ହେଲା ଡକାୟତି ଯୋଜନା: ୫ ଡକାୟତଙ୍କୁ ଧରିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା  । ଡକାୟତି ଯୋଜନା କରୁଥିବାବେଳେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ସୂଚନା ମୂତାବକ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ  । ରାଜଧାନୀ କଲେଜ ନିକଟରେ ଥିବା ଏକ…