Latest Odisha News

BREAKING NEWS

Browsing Category

ସହର

City

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।…

ପାଇକ ସଂଗ୍ରାମ କାହାଣୀକୁ ନେଇ ଆଧାରିକ ଫିଲ୍ମ : ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା

ଭୁବନେଶ୍ବର: ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା । ଏହି ବୀର ସନ୍ତାନଙ୍କ ସଂଘର୍ଷମୟ ପାଇକ ସଂଗ୍ରାମ କାହାଣୀକୁ ନେଇ ଜୟଭାରତ  ଏଣ୍ଟନମେଣ୍ଟ ତରଫରୁ ‘ଜୟୀ ରାଜଗୁରୁ’ନାମକ ଏକ ଚଳଚିତ୍ର ନିର୍ମାଣ ହୋଇଛି  ।  ଏହି ଚଳଚ୍ଚିତ୍ରଟି  ସୁଟିଂ  ଆରମ୍ଭରୁ ହିଁ ଚର୍ଚ୍ଚାକୁ ଆସିଛି। କାରଣ…

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍-୧ ମାର୍କେଟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବନ୍ଦ

ଭୁବନେଶ୍ଵର: ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ…

କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା: ଆଜି ହୋଇପାରେ ଡିଏନଏ ଟେଷ୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସପିଟାଲରେ ଶିଶୁ ଅଦଳ ବଦଳ ଘଟଣା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ ଡିଏନଏ ଟେଷ୍ଟ ହୋଇପାରେ । ଏନେଇ ଭୁବନେଶ୍ୱର ଏସଡିଜେଏମ୍  କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ  ଆବେଦନ କରାଯିବ। ଟେଷ୍ଟ କରାଯିବା ପରେ ଏହାକୁ ଆଇଏଲଏସ୍…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୩ ତାରିଖ ଯାଏଁ ପ୍ରବଳ ବର୍ଷିବ !

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  । ଉତ୍ତର ପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ପଶ୍ଚିମ ଉତ୍ତର ଓଡିଶା…

ନିଲାମ ହେଲା ରାଜ୍ୟର ସବୁଠୁ ବଡ ଲଡୁ, ଦାମ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କା

ତାଳଚେର: ସରିଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା । ପାର୍ବତୀ ନନ୍ଦନଙ୍କୁ ଶେଷ ଦର୍ଶନ କରିଛନ୍ତି ଭକ୍ତ । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ହେବ ବିଘ୍ନହର୍ତ୍ତାଙ୍କୁ ଭସାଣି କାର୍ଯ୍ୟକ୍ରମ । ବିସର୍ଜନ ପୂର୍ବରୁ ଗତକାଲି ନିଲାମ ହୋଇଛି ୩୧ କ୍ବିଣ୍ଟାଲ ଓଜନ ବିଶିଷ୍ଠ ଓଡ଼ିଶାର ସବୁଠୁ ବଡ଼ ଆଜ୍ଞା…

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ପାରାଦୀପ: ସ୍କୁଟି ଉପରେ ମାଡିଗଲା ଡାଲାବଡି ଗାଡି । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ଵାମୀ । ପାରାଦୀପ ଅଠରବାଙ୍କୀ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉଭୟଙ୍କ ପରିଚୟ ମିଳିଥିବା ବେଳେ ସ୍ଵାମୀ ଜୟରାମ ପୂର୍ତୀ ପାରାଦୀପ…

ଭୁଲ ରାସ୍ତାରେ ଗାଡି ଚଳାଉଥିବା ଚାଳକଙ୍କୁ ସାବଡ କରିବାକୁ ଆରମ୍ଭ ହେଲା ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ଅଂଶ ସ୍ୱରୂପ ଭୁଲ୍ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଉଛି।…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ  ।  ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି  । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି  । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ବଳିବାମନ ବେଶ: ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ବଡ ଠାକୁର

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ ।  ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ  । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରିବେ ।  ଏବଂ ଶ୍ରୀବଳଭଦ୍ର…