Latest Odisha News

BREAKING NEWS

Browsing Category

ସହର

City

ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ବାଲିଗୁଡା: ଧରାପଡିଲା ମାଷ୍ଟର ମାଇଣ୍ଡ  । ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର  ମୁଖ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ କହଁର ଗିରଫ  ।  ପୋଲିସ ବିଶ୍ବରଞ୍ଜନକୁ ନୟାଗଡ ସହରରୁ ଗିରଫ କରିଥିବା ସୂଚନା ମିଳିଛି  । ବିଶ୍ବରଞ୍ଜନକୁ ମିଶାଇ ମାମଲାରେ ଏଯାବତ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି  ।…

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ: ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ଧରୁନି । ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ଶିକ୍ଷକ ଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଭାବେ ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ: ରାତିଅଧରେ ବିଭିନ୍ନ ବାରରେ ରେଡ୍

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍  । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି  । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି ରେନ୍ ବାର୍ , ଜେଏଲପି ବାର୍, ପେଣ୍ଟାଗନ୍ ବାର୍, ପ୍ରିନ୍ସ…

ଆସୁଛି ସ୍ଵାଧୀନତା ଦିବସ: ରାଜଧାନୀ ରାଜପଥରେ ମଧ୍ୟରାତ୍ରୀରେ ଚାଲିଛି ବ୍ଲକିଂଚେକିଂ

ଭୁବନେଶ୍ଵର: ସ୍ଵାଧୀନତା ଦିବସ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ଵରର ପ୍ରତ୍ୟେକ ଛକରେ ଚାଲିଛି କଡାକଡି ଚେକିଂ । ଶନିବାର ରାତିରେ ଜୋରଦାର ଚେକିଂ ଚାଲୁଥିବା ଦେଖିବାକୁ ମିଳିଛି । ସ୍ଵାଧୀନତା ଦିବସ ଯାଏ ଏହିପରି ରାତିରେ ବ୍ଲକିଂ ଚେକିଂ ଚାଲିବ । ସୂଚନା ଅନୁସାରେ, କଟକ…

ମଶା ଘଉଡାଇବାକୁ ବିଏମସିର ଡ୍ରୋନ ଉଡାଣ ନିଷ୍ପତ୍ତି, ବିଜେପି କହିଲା ରାଫେଲ ଉଡ଼ାଇବା ଭଲ ହେବ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଏମ୍‌ସିର ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ନିମନ୍ତେ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ୱ ନକରି…

ଆକ୍ସନ ମୋଡରେ ଅବକାରୀ ବିଭାଗ: ନାବାଳିକା ଥିଲେ ଫସିବେ ବାର୍ ମାଲିକ

ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ  । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ  । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ  । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ  । ଭୁବନେଶ୍ବରର ସବୁ ଡ୍ୟାନ୍ସ  ବାରରେ ରେଡ୍ ହେବ…

ଆଜି ବିଶ୍ୱ ହସ୍ତୀ ଦିବସ, ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ…

ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା…

କେ.ଦୀପିକା-ଦିନେଶ ମାମଲା: ଆସିଲା ଡିଏନଏ ରିପୋର୍ଟ

ବ୍ରହ୍ମପୁର; ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା । ସାମ୍ନାକୁ ଆସିଲା ଡିଏନଏ ରିପୋର୍ଟ । ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନର

ଭୁବନେଶ୍ଵର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନର । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ…