Latest Odisha News
Browsing Category

ସହର

City

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ପରେ କିନ୍ନରଙ୍କୁ ପ୍ରତାରଣା

ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି…

ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ ୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା  । ଦାବୀ ଗୁଡିକ ହେଲା ୧ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ …

ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ  । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ…

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ସ୍ୱର୍ଗଠାରୁ କିଛି କମ ନୁହେଁ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନ ପରିଦର୍ଶନ କଲେ  । ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କରିବା ସହ  ନନ୍ଦନକାନନକୁ ପ୍ରଶଂସା କରି ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି…

ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ।  ଡ଼କାୟତି ଯୋଜନା କୁ ବିଫଳ  କରିବା ସହିତ ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କରିଛି ପାହାଳ ପୋଲିସ । ପାହାଳ ନିକଟ ଅଟଳା ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍ ଉପରେ ସଶସ୍ତ୍ର ଡ଼କାୟତି ନିମନ୍ତେ ଯୋଜନା କରୁଥିବା ନେଇ…

ସମାନ କାମକୁ ସମାନ ଦରମା ଦାବିରେ ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି  ।  ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ  । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ…

ଘରେ ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା କରଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବି.ଆଡ଼ି ପାତ୍ର(୭୦)। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସ୍ଵାମୀ ଘର ବାରଣ୍ଡାରେ ଏବଂ ଆଡି ଘର…

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦଘାଟିତ

ଭୁବନେଶ୍ୱର :  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ…

ଗଣେଶ ପୂଜା ପଣ୍ଡାଲରେ ବିଦ୍ୟୁତ୍‌ ଆଘାତରେ ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍‌ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ…