Latest Odisha News

BREAKING NEWS

Browsing Category

ସହର

City

ନୟାଗଡ଼ ନାକିଠଣା ଜଙ୍ଗଲ ନିକଟରୁ ୧୦ଫୁଟ ଅଜଗର ସାପ ଉଦ୍ଧାର

ନୟାଗଡ଼ : ଉଦ୍ଧାର ହୋଇଛି ଅଜଗର ସାପ । ୧୦ଫୁଟ ଲମ୍ବର ଏହି ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ। ନୟାଗଡ଼ର ରଣପୁର ରେଞ୍ଜ ଅଧୀନ ନାକିଠଣା ବିଟ୍ ହାଉସ ନିକଟରୁ ଏହି ୧୦ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରାଯାଇଛି। ନିକଟରେ ଥିବା ଜଙ୍ଗଲରେ…

ସ୍କୁଲ୍‌ରେ କୋଭିଡ୍ ପାଠ: ୨୦୨୨-୨୩ ଶିକ୍ଷାବର୍ଷରୁ ପଢାଯିବ ନୂଆ ପାଠ୍ୟକ୍ରମ

 ଭୁବନେଶ୍ୱର :  ଏଣିକି ସ୍କୁଲ୍‌ରେ ପଢ଼ାଯିବ କୋଭିଡ୍ ପାଠ । ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମାଟ୍ରିକ ସିଲାବସ୍‌ରେ ଏହି ବିଷୟ ସଂପର୍କରେ ପଢ଼ାଯିବ…

କୋଏଲ ନଦୀ ଟ୍ରାଜେଡି; ଉଦ୍ଧାର ହେଲା ସମସ୍ତ ୪ ଜଣଙ୍କ ମୃତଦେହ

ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ଶବ ହୋଇ ଫେରିଲେ । ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଭାଇ ବୁଡ଼ିଯିବା ଘଟଣା । ଉଦ୍ଧାର ହେଲା ସମସ୍ତ ମୃତଦେହ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ଆସନ୍ତା ୩ରୁ ୪ ଦିନ ଜାରି ରହିବ ବର୍ଷା, ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ଏହା ସହ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ…

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦ରୁ ୧୮ ବର୍ଷ ବୟସର ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୯ ଜଣ ଲେକାଲ୍ କେସ୍ ଚିହ୍ନଟ ହୋଇଛନ୍ତି ।…

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ୧୩୮ ସୁନା ପିନ୍ଧି ଝଟକିବେ ଶ୍ରୀଜିଉ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ…

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍ କଟିବ

ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି ।…

କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ: ଦୁଇ ମୃତ ଓ ଦୁଇ ନିଖୋଜ

ରାଉରକେଲା: କୋଏଲ ନଦୀର ଝିରିପାଣି ପମ୍ପ ହାଉସରେ ଆଜି ଅଘଟଣ ଘଟିଛି । ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ଏମାନେ ସମସ୍ତେ ଭାଇ ଭାଇ । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।…

ଜଗନ୍ନାଥଙ୍କ ପହଣ୍ଡି ବିଜେ । ଟାହିଆ ଲଗାଇ ଝୁଲି ଝୁଲି ଆସୁଛି କାଳିଆ..

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ…