Latest Odisha News

BREAKING NEWS

Browsing Category

ସହର

City

ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ , ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର :  ଭୁବନେଶ୍ୱର ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବଦଳିଲେ ତଦନ୍ତକାରୀ ଅଧିକାରୀ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇଛି । ତଦନ୍ତକାରୀ ଅଧିକାରୀ ଏସଆଇ ଏସ. କେ ବେହେରାଙ୍କୁ ବଦଳି କରିଛି କମିଶନରେଟ ପୋଲିସ ।…

ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

 ଭୁବନେଶ୍ୱର : ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ପରିବର୍ତ୍ତନ ହେବା ନିଶ୍ଚିନ୍ତ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି…

କଟକ ମାଲଗୋଦାମ୍ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ , ଜଣେ ଗିରଫ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଚା ପତି ,ଘିଅ ମସଲା ପରେ ଏବେ ଡିଟରଜେଣ୍ଟ ପାଉଡର ବି ନକଲି । କଟକରୁ ଧରା ହୋଇଛି କେଜେ କେଜି ଡିଟରଜେଣ୍ଟ ପାଉଡର । ମାଲଗୋଦାମ ଥାନା ଅଞ୍ଚଳରେ ଚାଲୁଥିବା ନକଲି ଡିଟରଜେଣ୍ଟ କମ୍ପାନୀ ଉପରେ ରେଡ କରିଛି ମାଲ ଗୋଦାମ ଥାନା ପୋଲିସ । ଜଣକୁ ଅଟକ…

[ଭିଡିଓ] କାଇଁଚ ଘାସରୁ ପ୍ରସ୍ତୁତ ସାମଗ୍ରୀ ପାଲଟିଛି ରୋଜଗାରର ମାଧ୍ୟମ

କେନ୍ଦ୍ରାପଡ଼ା : କାଇଁଚ ଘାସରୁ ତିଆରି ହେଉଛି ଭଳିକି ଭଳି ଆକର୍ଷଣୀୟ ଘରୋଇ ଉପକରଣ । ବିଭିନ୍ନ ଡିଜାଇନର ବ୍ୟାଗ୍ , ଚାଙ୍ଗୁଡି, ଡୋରସ୍କିନ୍, ପେନ ଷ୍ଟାଣ୍ଡ,ଫୁଲ ଷ୍ଟାଣ୍ଡ, ଗାଲିଚା ,ଆସନ ଭଳି କେତେ ରକମର ସାଜ ସଜା ସାମଗ୍ରୀ । ପ୍ରାୟ ଶହେରୁ ଅଧିକ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି…

ପେଟ୍ରୋଲ୍‌ ଦୁର୍ନୀତି ଅଭିଯୋଗରେ ୩ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର: ପୋଲିସ ବିଭାଗରେ ତେଲ ଦୁର୍ନିତି ଖବର ସାମ୍ନାକୁ ଆସିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡି ଗୁଡିକରେ ତେଲ ଭର୍ତି ନେଇ ଓଭର ବିଲିଂ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ଏପସି । ଓଭର ବିଲିଂ ଅଭିଯୋଗରେ ୩…

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର

 ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି ।ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ । ପାଇବେ ୨୪୦ କୋଟି ଟଙ୍କା । ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।…

ଆହୁରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି  ଅନୁଗୁଳରେ ୪୩.୭ ଡିଗ୍ରୀ ତାପମାତ୍ରା , ବଲାଙ୍ଗୀରରେ ୪୩.୨, ବାରିପଦାରେ ୪୨.୨, ସୁନ୍ଦରଗଡରେ ୪୨ ଡିଗ୍ରୀ…

ତପସ୍ୱିନୀ ସୁମିତ ପାରିବାରିକ ବିବାଦ ମାମଲା , ପରିବାର ଅଦାଲତରେ ମେ ୧୨ରେ ହାଜର ହେବେ ଦମ୍ପତି

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ପାରିବାରିକ ବିବାଦ ମାମଲା ।ଏହି ବିବାଦର ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟୁନାହିଁ । ମେ ୧୨ ତାରିଖରେ ପୁଣି ପରିବାର ଅଦାଲତରେ ହାଜର ହେବେ ତପସ୍ୱିନୀ ସୁମିତ୍ । କୋର୍ଟର ନିର୍ଦ୍ଦେଶକ କ୍ରମେ ସୁମିତ୍ ତପସ୍ୱିନୀଙ୍କୁ ଭରଣ ପୋଷଣ…

ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ ଗ୍ରାଫ୍ , ୨୪ ଘଣ୍ଟାରେ ୧୬ ପଜିଟିଭ୍

ଭୁବନେଶ୍ୱର : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କ୍ୱାରେନଟାଇନରେ ଥିବା ବେଳେ ୬ ଜଣ ସ୍ଥାନୀୟ…

ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା

ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା  ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ ।  । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି…