Latest Odisha News

BREAKING NEWS

Browsing Category

ସହର

City

ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ବାବା ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ଆଜି ବାହୁଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩.୩୦ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଡାକିଲ, ମୋର ଭୁଲ କ’ଣ? : ଅପରାଜିତା

ଭୁବନେଶ୍ୱର: ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର | ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ…

ଯୋଡାରେ ଲାଗି ରହିଛି ଉତ୍ତେଜନା, ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ,୧୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ

କେନ୍ଦୁଝର : କେନ୍ଦୁଝର ଯୋଡାରେ ରାମ ନବମୀ ଝଣ୍ଡାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନା ନେଉନି । ଗତକାଲି ରାତିରେ ଯୋଡାରେ ଉଭୟ ଗୋଷ୍ଠୀର ଲୋକମାନେ ପରଷ୍ପରକୁ ପଥର ଫିଙ୍ଗୁଥିବା ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ଏନେଇ ଯୋଡା ବନେଇକଳା ରାସ୍ତା ଅବରୋଧ…

ନୂଆପଡାରେ ସିରିଜ ଦୁର୍ଘଟଣା , ୩ ଟି ଟ୍ରକ ଧକ୍କା , ୨ ଗୁରୁତର

ନୂଆପଡା : ନୂଆପଡାରେ ସିରିଜ ଦୁର୍ଘଟଣା । ନୂଆପଡା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ସିରିଜ ଦୁର୍ଘଟଣା ଘଟିିଛିା ମାଲବାହୀ ଟ୍ରକ ବିରରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଫଳରେ ପାଖରେ ଥିବା ଆଉ ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗୋଟିଏ…

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ…

ରାଜଧାନୀ ପ୍ରତିଷ୍ଠା ଦିବସ: ୭୪ ବର୍ଷରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ବର ।  ଭୁବନେଶ୍ବରର ଇତିହାସ ୭୩ ବର୍ଷ ପୁରୁଣା। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ, ମହାବିଷୁବ ସ˚କ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର…

ରାଜଧାନୀ ପ୍ରତିଷ୍ଠା ଦିବସ, ସାଂସଦ ଅପରାଜିତାଙ୍କୁ ନାହିଁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ

ଭୁବନେଶ୍ୱର: ଆଜି ରାଜଧାନୀର 74 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଅତିଥି ତାଲିକାରେ ରହିଛି । କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ସାଂସଦଙ୍କ ନାଁକୁ ଏଥିରୁ ବାଦ୍ ଦେଇଛନ୍ତି।…

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ…

ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଚଢାଉ

ପୁରୀ : ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ଚଢାଉ । ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ପୁରୀ ପୌର ପାଳିକା ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ଟିମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ହୋଟଲରେ ଥିବା ଖାଦ୍ୟ ଗୁଡିକୁ…

ହଟିଲା କରୋନା କଟକଣା, ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନକୁ ପ୍ରବେଶ ଅନୁମତି

ଭୁବନେଶ୍ୱର : ଲୋକସେବା ଭବନରୁ ହଟିଲା କୋଭିଡ କଟକଣା । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ପ୍ରବେଶ ଅନୁମତି । କୋଭିଡ ମହାମାରୀ କାରଣରୁ ଲୋକସେବାରେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ରାଜ୍ୟ ସରକାର । ଏଣିକି ସାମ୍ବାଦିକ ମାନେ ଲୋକସେବା ଭିତରକୁ ପ୍ରବେଶ କରିପାରିବେ ।ଏନେଇ ରାଜ୍ୟ…