Latest Odisha News

BREAKING NEWS

Browsing Category

ସହର

City

ଶ୍ରୀକ୍ଷେତ୍ରରେ ଶ୍ରୀରାମ ଜନ୍ମରୁ ପାରମ୍ପରିକ ସାହିଯାତ ଆରମ୍ଭ

 ପୁରୀ:  ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ | ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଜାତରେ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଚାଲିବ | ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା…

ଅସହ୍ୟ ହେଉଛି ତାତି , ଜଳୁଛି ପଶ୍ଚିମ ଓଡିଶା

ବଲାଙ୍ଗୀର : ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ । ବୈଶାଖ ମାସ ଆରମ୍ଭ ନେଉଣୁ ଅଥୟ କଲାଣି ପ୍ରଚଣ୍ଡ ଖରାର ତାପ । ପଶ୍ଚିମ ଓଡିଶାରେ ଖରାର ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଗତକାଲି ବଲାଙ୍ଗୀର , ବୌଦ୍ଧ ,ଝାରସୁଡା, ବାରିପଦା,…

NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପ, ଓଡ଼ିଆ ବଡି ବିଲ୍ଡରଙ୍କୁ ମିଳିଛି ସଫଳତା

ଭୁବେନେଶ୍ୱର : ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ । ପ୍ରଥମ…

ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

ପୁରୀ : ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ…

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ: ହଟୁନି ସସପେନ୍ସ..ଆଜି ସକାଳୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ଗୋଟିଏ ଗଛର ଗୋଟିଏ ଡାଳରେ ତିନି ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ। ଗତକାଲି ନବରଙ୍ଗପୁର ଉମରକୋଟ ଥାନା ତୋହରା ଗାଁରେ ଘଟିଥିବା ଏ ଦୁଃଖଦ ଘଟଣାକୁ ୟା ଭିତରେ ବିତିଲାଣି ୨୪ ଘଣ୍ଟା। ହେଲେ ଏଯାଏଁ ଏ ରହସ୍ୟଜନକ ଘଟଣା ଉପରେ ହଟିନି ପରଦା। ଶନିବାର ଅପରାହ୍ଣ ପ୍ରାୟ ୪ଟା…

କଟକ ମହାନଦୀ ବୁଡ଼ି ଘଟଣା:ନିଖୋଜ ୨ ନାବାଳକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ

କଟକ  : କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗତକାଲି ମଧ୍ୟାହ୍ନ ସମୟରେ ମହାନଦୀରେ ବୁଡିଯିବା ପରେ ସ୍ଥାନୀୟ ଲୋକେ ସାହିଲକୁ ଗୁରୁତର…

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

 ଭୁବନେଶ୍ୱର:  ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ୱାମୀର…

[ଦେଖନ୍ତୁ ଭିଡିଓ] ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର

ଢେଙ୍କାନାଳ  : ଯନ୍ତ୍ରଣାରେ ଜର୍ଜରିତ ଜୀବନ । କହିବାକୁ ଗଲେ ଜୀବନ ସହ ସଂଘର୍ଷ କରିଚାଲିଛନ୍ତି ଏହି କୋମଳମତି ଶିଶୁ । ଜନ୍ମ କଲା ମାଆ ପର କରିଦେଇଥିବା ବେଳେ ବାପା ଶଯ୍ୟାଶାୟୀ । ଦୁନିଆ କଣ ଜାଣି ନଥିବା ବେଳେ ଜୀବନ କିଭଳି ବଞ୍ଚିିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଦୃଶ୍ୟ…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀ: ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର : ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏକାବେଳକେ ଏମାନେ କେଉଁ…

ରାମନବମୀରେ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ ପରମ୍ପରା

କଟକ : ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ପବିତ୍ର ରାମନବମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ କରାଯାଇଛି। କଟକ ଖପୁରିଆ ସ ମିଲ୍ ଠାରେ କାଠକୁ ଚିରଟ କରାଯାଇଛି। ଶ୍ରୀମନ୍ଦିରରୁ ଗାଡି ଯୋଗେ ଆଜ୍ଞାମାଳ ଅଣାଯାଇ ଏହି କରତକଳରେ କାଠକୁ ମେସିନ ସାହାଯ୍ୟରେ…