Latest Odisha News

BREAKING NEWS

Browsing Category

ସହର

City

ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ…

[ଭିଡିଓ] ଦେଖନ୍ତୁ କେମିତି ରାସ୍ତାରେ ଯାଉ ଯାଉ ଦବିଗଲା ରାସ୍ତା , ଗଳି ପଡିଲେ ଜଣକ ପରେ..

ଭୁବନେଶ୍ୱର : ହଠାତ୍ ଦବିଗଲା ରାସ୍ତା ଜଣକୁ ଉଦ୍ଧାର କରିବାକୁ ଯାଇ ଫସିଗଲେ ତିନି ଜଣ । ଭିଡିଓରେ ଦେଖନ୍ତୁ ଜଣକ ପରେ ଜଣେ କେମିତି ଗାତ ଭିତରେ ଗଳି ପଡୁଛନ୍ତି ।ଆଉ ବାହାରିବାକୁ ଚେଷ୍ଟା କରୁଛନ୍ତି ହେଲେ ବାହାରି ପାରୁନାହାନ୍ତି । ହୁଏତ ଏ ଦୃଶ୍ୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ…

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିବା ବେଳେ । ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଜଗନ୍ନାଥ ମନ୍ଦିର ଚୁଲି ଭଙ୍ଗା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ…

[ଦେଖନ୍ତୁ ଭିଡିଓ] ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର: ଉଦ୍ଧାର ହୋଇଛି ହଜିଯାଉଥିବା କିର୍ତ୍ତୀରାଜି । ପୂର୍ବରୁ ବହୁଥର ସେହି ସ୍ଥାନରୁ ପୁରୁଣା ମନ୍ଦିର ଭଗ୍ନାଂଶ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଥରେ ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା…

ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ, ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁରୀ ବାସେଳିସାହି ପୋଲିସ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ କିଛି ଟଙ୍କା ସହ , ମୋବାଇଲ ଓ ଗାଡି ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ଲକ୍ଷ ଟଙ୍କା ଦେବା ବୋଲି ଅନୁମାନ…

ପଳାଶୁଣିରେ ସିରିଜ ଦୁର୍ଘଟଣା, କାରକୁ ପଛପଟୁ ଧକ୍କା ଦେଲା ହାଇୱା ,ଡ୍ରାଇଭର ମୃତ

ଭୁବନେଶ୍ୱର  : ଭୁବନେଶ୍ୱର ପଳାଶୁଣିରେ ସିରିଜ୍ ଦୁର୍ଘଟଣ। । କାରକୁ ପଛପଟୁ ଧକ୍କାଦେଲା ହାଇୱା । ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା । କାରଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ହାଇୱା ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରୀ ୩ ଟି ଗାଡିକୁ…

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…