Latest Odisha News

BREAKING NEWS

Browsing Category

ସହର

City

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ : ମୁଁ ଯଦି ମିଛ କହିଛି ମୋ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପୁଣି ଅପରାଜିତାଙ୍କୁ ଟାର୍ଗେଟ କଲେ ପୁରୀ  ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ସଂସଦରେ ଯଦି ମୁଁ ମିଛ କହିଛି ମୋ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ ବୋଲି ସିଧାସଳଖ କହିଛନ୍ତି ପୁରୀ ସାଂସଦ…

ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ , କାଉଣ୍ଟର ଆଗରେ ପ୍ରବଳ ଭିଡ

ଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହେଲା ମଦ । ମଦରେ ଗ୍ରାହକଙ୍କୁ ମିଳିବ ରିହାତି । ପ୍ରାୟ ୨୫ ପ୍ରତିଶତ ରିହାତି ପାଇବେ ଗ୍ରାହକ । ବିକ୍ରି କରୁଥିବା ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି । ମଦ ଶସ୍ତା ହେବା ପରେ ବିଭିନ୍ନ ଗଳି…

ବିସ୍ଥାପିତଙ୍କ ବିରୋଧ: ଦାବି ପୂରଣ ନହେଲେ ମହନଦୀରେ ଝାସ ଚେତାବନୀ

ପାରାଦୀପ: ଦାବି ପୂରଣ ନହେଲେ ଗ୍ରାମବାସୀ ସାମୂହିକ ମହାନଦୀରେ ଦେବେ ଝାସ  । ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦିର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ୍ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ।…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସ ସିଲ କଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୁର୍ଣ୍ଣା ୱେବ ପୋର୍ଟାଲ ଅଫିସକୁ ସିଲ୍ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସରେ ପହଁଞ୍ଚି ଖୋଳତାଡ ଆରମ୍ଭ କରିଥିଲା । ଶର୍ମିଷ୍ଠା ଓ…

[ଦେଖନ୍ତୁ ଭିଡିଓ] ମାତିଛନ୍ତି ଦଲାଲ : କ୍ଷତିରେ ମହୁଲ ଫୁଲ ଗୋଟାଳି

ନୂଆପଡ଼ା : ବସନ୍ତ ରୁତୁରେ ନୂଆପଡ଼ାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ । ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ । କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବେପାରୀଙ୍କୁ ବିକ୍ରି…

କଳ୍ପନା ଦାସ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା କାଣ୍ଡ ମାମଲାରେ କାରାଦଣ୍ଡ । ଛତିଶଗଡର ରାୟଗଡ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ଅନୁପ ସାଏ ।୨୦୧୬ରେ କଳ୍ପନା ଓ ଝିଅ ବବଲିଙ୍କୁ ହତ୍ୟା…

ଦଶପଲ୍ଲାରେ ବସ୍-ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଟ୍ରକ ଡାଇଭର ମୃତ ,୧୫ ଆହତ

ନୟାଗଡ : ଦଶପଲ୍ଲା ଘାଟିଲେ ବସ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ।୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଦଶପଲ୍ଲା ଟାକରା ଘାଟିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓଏସଆରଟିସି ବସଟି କଣ୍ଟମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି…

ପୁଣି ବଢ଼ିଲା ସଂକ୍ରମଣ: ୮ ଜିଲ୍ଲାରୁ ୪୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତକାଲି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨ ଜଣ…

ଲୁହା ବୋଝେଇ ଟ୍ରଲର ଗାଡି ଦୁର୍ଘଟଣା , ଡ୍ରାଇଭର ମୃତ

କନ୍ଧମାଳ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । କୋଟଗଡ ନିକଟସ୍ଥ ପବନ ଗାଁରେ ଲୁହା ବୋଝଇ ଟ୍ରଲର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଲୋକଙ୍କ କହିବା ଅନୁସାରେ ତୁମୁଦିବନ୍ଧ ପଟୁ ପ୍ରାୟ ରାତି ଦୁଇଟା ସମୟରେ ଲୁହା ବୋଝେଇ ଟ୍ରଲରଟି ତାମିଲନାଡୁ ଅଭିମୁଖେ…

ରାଜ୍ୟରେ ୯ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର,…