Latest Odisha News

BREAKING NEWS

Browsing Category

ସହର

City

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ…

[ଭିଡିଓ] ଆଗାମୀ ପୌର ନିର୍ବାଚନ ସମୟରେ ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ଦଳର ସାଂସଦ , ବିଧାୟକ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଆଗାମୀ ପୌର ନିର୍ବାଚନ…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଗଜପତି : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା କୁଆଁପଡା ଗାଁ ନିକଟରୁ କଲରାପତରିଆ ବାଘ ଛାଲ୍ ଡିଲ୍ ହେଉଥିବା ବେଳେ ବନ ବିଭାଗ ଚଢାଉ କରି ବାଘ ଛାଲ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ବାଘ ଛାଲ ବେପାରୀକୁ ପଚରା ଉଚରା ଜାରି…

[ଭିଡିଓ] କଟକରେ କୁମ୍ଭୀର ଆତଙ୍କ

କଟକ: କଟକ-ବାରଙ୍ଗ ପୁରୀ ମୁଖ୍ୟ କେନାଲରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି । କେନାଲକୁ କେହି ଗାଧୋଇବାକୁ ଯାଉ ନାହାନ୍ତି । କୁମ୍ଭୀରଟିକୁ ଲୋକେ ଗତ ଶୁକ୍ରବାର ଦିନ ୪ ଟା ସମୟରେ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ନିକଟରେ…

କଟକରୁ କଂଗ୍ରେସର ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ କଟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଟକରୁ ଗିରିବାଳା ବେହେରାଙ୍କୁ କଂଗ୍ରେସ ମେୟର ପାର୍ଥୀ ଭାବେ ଘୋଷଣା କରାଯାଇଛି । ପୌର ନିର୍ବାଚନ ପାଇଁ ବସିଥିବା ପ୍ରାର୍ଥୀ ଚୟନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ…

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ୱର : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଓଡିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି । ଏହି ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଯୁଦ୍ଧ କାରଣରୁ ଭାରତୀୟ ମାନେ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ସୁବର୍ଣ୍ଣପୁର : ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ସୁବର୍ଣ୍ଣପୁର ଜିଲ୍ଲା ବନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗେନ୍ଦ୍ର ଭୋଇଙ୍କ ଘରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁରେ ବୁଲୁଥିବା ଦେଖି ସେ ନିଜ ଘରେ ରଖିଥିଲେ ।…

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଣାର୍କ…

ଶୁଆ ଶିକାର କରି ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛି ଶିକାରୀ, ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ୱର: ଜଙ୍ଗଲରୁ ବେଆଇନ ଭାବରେ ଶୁଆ ଶୀକାର କରୁଛି ଶିକାରୀ । ଗଛ କୋରଡ଼ରୁ ଛୁଆଙ୍କୁ ଧରି ତାର ଭିଜିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ନାହିଁ । କନ୍ଧମାଳ ଜିଲ୍ଲାର ଏହି…