Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ। ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗା ଦର୍ଶନ ପାଇଁ ଉଭୟ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ ନାହିଁ ।  ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଆଉ…

ଏସଟିଏଫ୍ ପଞ୍ଝାରେ ଧଳାଜହର ବେପାରୀ , ୧ କେଜି ୨୨୭ ଗ୍ରାମ୍‌ ବ୍ରାଉନସୁଗର ଜବତ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ…

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକା ପ୍ରମାଣପତ୍ର । ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆଜିଠୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକାର…

[ଦେଖନ୍ତୁ ଭିଡିଓ] ଦୁଇ ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ତାଙ୍କୁ ବିଦାୟ ଜଣାଇଥିଲେ । ଆଜି ପୁରୀରେ ବିଶ୍ବବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ ।…

[ଦେଖନ୍ତୁ ଭିଡିଓ] ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ: ମତଦାନରେ ଅନିୟମିତତା ଅଭିଯୋଗ

ନୂଆପଡା: କିଛି ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ । ମତଦାନରେ ଅନିୟମିତତା ଅଭିଯୋଗ ଆଣିଲେ ଅନ୍ୟାନ୍ୟ ଏଜେଣ୍ଟ ଓ ପ୍ରାର୍ଥୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଏଜେଣ୍ଟ ଓ ପ୍ରାର୍ଥୀ ମାନେ ।…

ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର: ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅଞ୍ଜଳି ପ୍ରଧାନ । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା ଈଊଙଙ୍କ ଅବହେଳା ଓ ସଂପୃକ୍ତି…

ଆଜି ଓଡ଼ିଶାରୁ କରୋନା ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି ୧୦୪୯ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି ୧୦୪୯ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଜଣ ଆଜି ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଓଡିଶାରୁ ହାଇଦ୍ରାବାଦ ଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ…

[ଦେଖନ୍ତୁ ଭିଡିଓ] ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ଗାଁର ଲୋକେ

ମୟୂରଭଞ୍ଜ: ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ନୁରିସାହି ଗ୍ରାମବାସୀ । ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ବଡସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନଂ ୱାର୍ଡ ବୁଥରେ ଭୋଟ ବର୍ଜନ । ନୁରିସାହି ଗ୍ରାମର ଶତାଧିକ ମହିଳା ପୁରୁଷ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ । ସାମ୍ବାଦିକଙ୍କୁ ସୁରକ୍ଷା ଦିଅ, ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖା ଦେଇଛି । ଏହାରି ମଧ୍ୟରେ ବିଭିନ୍ନ ବୁଥରେ…