Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ଜୀବନ ବଞ୍ଚାଇଲେ ଟ୍ୱିଟର ଗାର୍ଲ ଦୀପା, ଉଦ୍ଧାର ହେଲେ ନିଖୋଜ ଶ୍ରମିକ ଦମ୍ପତି

ବରଗଡ଼: ଜୀବନ ବଞ୍ଚାଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ୍ । ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତି। ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା । ଠିକ୍ ସେହି ସମୟରେ ଟ୍ୱିଟର୍ ଗାର୍ଲ ଦୀପା ବାରିକଙ୍କ ଗୋଟିଏ ଟ୍ୱିଟ୍…

[ଭିଡ଼ିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର

ପାରାଦୀପ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁର ମାହୋଲ ଏବେ ସରଗରମ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ନୁଆଗଡ ପଞ୍ଚାୟତ, ଯେଉଁ ପଞ୍ଚାୟତ ଅଧିନରେ ଇଫକୋ ସାର କାରଖାନା ଓ ଆର୍ସେଲର ମିତ୍ତଲ-ନିପ୍ପନ ଭଳି ଦୁଇଟି ବଡ କାରଖାନା ରହିଛି । ହେଲେ ଦୀପ ତଳ ଅନ୍ଧାର ଭଳି ବେରୋଜଗାରୀ,…

ଖୋଳା ହେବ ପୁରୀ ଏମାର ମଠ, ଖୋଲିବ ଗୁପ୍ତ ଧନ ରହସ୍ୟ

ପୁରୀ: ଖୋଲିବ ଗୁପ୍ତ ଧନ ରହସ୍ୟ । ପୁଣି ଖୋଳା ହେବ ପୁରୀ ଏମାର ମଠ । ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବ । ମଠ ପରିଚାଳନା ସଦସ୍ୟ ବି…

ହେବ ଉତ୍ସବ, ନାହିଁ ଉତ୍ସାହ

ଭୁବନେଶ୍ୱର: ଦିନକ ପରେ ସରସ୍ୱତୀ ପୂଜା । ମୂର୍ତ୍ତି ନିର୍ମାଣରେ ନିମଗକନ କାରିଗର । ଦେବୀ ସରସ୍ୱତୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୂର୍ତ୍ତି କିପରି ସୁନ୍ଦର ଓ ମନଲୋଭା ହେବ ସେଥିପାଇଁ ଚେଷ୍ଟା କରୁଛନ୍ତି କାରିଗର । ଏହାରି ଭିତରେ ମା ସରସ୍ୱତୀଙ୍କ ମୂର୍ତ୍ତି କାର୍ଯ୍ୟ ଶେଷ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୪୮୭ ଜଣ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୭ହଜାର ୪୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୨ହଜାର ୮୬୭ରେ…

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…

ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା : ୨ ଅଭିଯୁକ୍ତ ଗିରଫ

ଭଦ୍ରକ  :ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ।ଭଦ୍ରକ ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁର ଗାଁର ବିଜେପି କର୍ମୀ ସୁବାଶିଷ ଗିରିଙ୍କ ହତ୍ୟାକାଣ୍ଡ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଗାଁର…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ନୟାଗଡ଼: ପରକୀୟା ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ଲଳିତ କୁମାର ସାହୁ ୫ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ମାମିନା ସାହୁଙ୍କୁ ବିବାହ କରିଥିଲା । ମାମିନା ଫୋନ୍‌ରେ…

ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ୭ରୁ ଖୋଲିବ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଓ କଲେଜ । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରଣୀର କ୍ଲାସ ଖୋଲିବ ।ଏବଂ ଫେବୃଆରୀ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି । ଗତ ଦୁଇ ବର୍ଷ ଧରି କୋଭିଡ ପାଇଁ…

ଶାସକ ଦଳ ନିର୍ବାଚନୀ ହିଂସା କରୁଥିବା ଅଭିଯୋଗ ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ଭୁବନେଶ୍ଵର : ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେପି ଟିମ୍ । ବିଜେପି ଅଭିଯୋଗ ଆଣିଛି ବିଭିନ୍ନ ସ୍ଥାନରେ ବିଜେଡି ଆଇନ ଶୃଙ୍ଖଳା ଭଙ୍ଗ କରୁଛି । ନିର୍ବାଚନ ଆସିଲେ ବିଜେଡି ରକ୍ତମୁଖା ହୋଇଯାଏ ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦିକା…