Latest Odisha News

BREAKING NEWS

Browsing Category

ସହର

City

ଗିରଫ ହେଲେ କୋଟିପତି ସହକାରୀ ଅଧିକାରୀ ରତ୍ନାକର

କଟକ: ଗିରଫ ହେଲେ ନୂଆପଡା ଜିଲ୍ଲା କୋଟିପତି ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି । ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ’ଙ୍କ ନାଁ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆବଶ୍ୟକ…

ନବଜାତ ଶିଶୁକୁ ହସ୍ପିଟାଲ ଶୌଚାଳୟରେ ଛାଡି କୁଆଡେ ଚାଲିଗଲା ମା’

ପୁରୀ : ଶିଶୁ କନ୍ୟାକୁ ଜନ୍ମ ଦେଇ ମା' କୁଆଡେ ଚାଲିଗଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭିବନୀୟ ଘଟଣା ଘଟିଛି ।ପ୍ରସୂତି ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ମହିଳା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଉଟ ଡୋର ଶୌଚାଳୟ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ କୁଆଡେ ଛୁ ମାରିଛନ୍ତି ।…

ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ମାଓ ପୋଷ୍ଟର

ମାଲକାନଗିରି : ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ସ୍ୱଭିମାନ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱଭିମାନ ଅଞ୍ଚଳରେ ନିର୍ବାଚନକୁ ବିରୋଧ କରି ମାଓ ପୋଷ୍ଟର ଲାଗିଛି । ସି.ପି.ଆଇ ଓ ବିଶାଖା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର…

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।…

ଭୋଟ୍ ପୂର୍ବରୁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । କିନ୍ତୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପତ୍ତା ମିଳୁନି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସୁବ୍ରତ…

[ଭିଡ଼ିଓ] ହାଇକୋର୍ଟରୁ ସୁମିତଙ୍କୁ ଝଟକା, ତପସ୍ଵିନୀଙ୍କୁ ମାସିକ ଦେବେ୧୭ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ଵିନୀ-ସୁମିତ ବିବାଦ ମାମଲା । ସୁମିତଙ୍କୁ ଲାଗିଲା ଜୋରଦାର ଝଟକା । ଏବେ ହାଇକୋର୍ଟରୁ ମଧ୍ୟ ଝଟକା ଖାଇଛନ୍ତି ଡାକ୍ତର ସୁମିତ୍ । ଅପରପକ୍ଷେ ତପସ୍ଵିନୀଙ୍କୁ ମିଳିଛି ବଡ ଆଶ୍ଵସ୍ତି । ବୁଧବାର ମାମଲା ଶୁଣାଣି ସମୟରେ ତଳ କୋର୍ଟର ଭରଣପୋଷଣ ରାୟକୁ…

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

[ଭିଡ଼ିଓ] ରାଧାକୃଷ୍ଣ ମନ୍ଦିରରୁ ମୁକୁଳିଲା ବନ୍ଦୀ ମୟୂର

କଟକ: ମୁକୁଳିଲା ବନ୍ଦୀ ମୟୂର । ଏକ ରାଧାକୃଷ୍ଣ ମନ୍ଦିରରୁ ଦୀର୍ଘ ଦିନ ଧରି ବନ୍ଦୀ ହୋଇ ରହିଥିବା ମୟୂର ଏବେ ବନ୍ଦୀରୁ ମୁକୁଳିଛି । କଟକ ପିଠାପୁର ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିରରେ ବଡ଼ ପଞ୍ଜୁରୀରେ ବନ୍ଦୀ କରି ରଖାଯାଇଥିଲା । ଖବର ପାଇ ଡିଏଫଓଙ୍କ ସମେତ ରେଞ୍ଜ ଅଫିସର ଓ ଫରେଷ୍ଟ ଗାର୍ଡ…

ରାଜନୀତି ମଇଦାନରେ ରିକ୍ସା ଚାଳକ ସନାତନ ଦାସ

ବାଲେଶ୍ୱର: ପେଶା ହେଉଛି ରିକ୍ସା ଚଳାଇବା ଆଉ ନିଶା ପାଲଟିଛି ରାଜନୀତି । ରାଜନୀତି ମୈଦାନ ଏବେ ଚଳଚଞ୍ଚଳ ହୋଇଉଠିଛି । ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ତେବେ ଏମିତି କିଛି ନିଆରା ପ୍ରାର୍ଥୀଙ୍କୁ ରାଜନୀତି ରଣାଙ୍ଗାନରେ ଦେଖିବାକୁ ମିଳିଛି। ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁର…

ବ୍ୟାଙ୍କରୁ ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି

କୋରାପୁଟ :ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଆଇଆଇସି ନିଲମ୍ବିତ ହୋଇଛନ୍ତି । କୋରାପୁଟ ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଲକ୍ଷ୍ମୀପୁର ବ୍ୟାଙ୍କ ଲକରରୁ  ସୁନା ଚୋରି ଘଟଣାରେ ତାଙ୍କର ହାତ ଥିବା…