Latest Odisha News

BREAKING NEWS

Browsing Category

ସହର

City

ଥାନାରେ ହଙ୍ଗାମା: ଲୋକଙ୍କୁ ବନ୍ଧୁକ ଦେଖାଇଲା ପୋଲିସ

ବାଲେଶ୍ୱର: ଖାକି ବର୍ଦ୍ଦିର ଧାକ୍ । ଲୋକଙ୍କୁ ଥାନା ସମ୍ମୁଖରେ ବନ୍ଧୁକ ଦେଖାଇଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ଖନ୍ତପଡା ଥାନାକୁ ହରିଆଣା ପୋଲିସ କୌଣସି ଏକ…

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ସଂକ୍ରମିତ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରବିବାର ସେ କୋଭିଡ୍ ପଜିଟିଭ୍ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା…

ଭୃଣ ନିରୁପଣ ମାମଲା: କଟକରୁ ରାଞ୍ଚି ଲମ୍ବିଛି ଚେର

କଟକ: ବହୁଚର୍ଚ୍ଚିତ ବେଆଇନ୍ ଭୃଣ ନିରୁପଣ ମାମଲା । ପୋଲିସ ରାଡାରକୁ ଆସିଥିଲା କଟକ କାଠଗୋଲା ଅଂଚଳର ଆଲଫା ହେଲଥ୍ କେୟାର୍ ଲ୍ୟାବ୍ । ପୂର୍ବରୁ ଏହି ମାମଲାରେ ୪ଜଣ ଗିରଫ ହୋଇଥିଲାବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତକୁ ମଙ୍ଗଳବାଗ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ବାସିନ୍ଦା…

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି…

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ…

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଢ଼େଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗୋପାଳପୁର ଗାଁର ଫକୀର ନାୟକ । ସୂଚନା ଅନୁସାରେ, ଫକୀର ବାହାରକୁ ଯାଇ ଫେରୁଥିବାବେଳେ ଘର ପଛପଟ ବାଡ଼ିରେ ତାଙ୍କୁ ଏକ ହାତୀ ଆକ୍ରମଣ…

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ…

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଗତ ୭,୮ ଦିନରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଯଦିଓ କମିବାଟା ଏତେ ଜୋର ନୁହେଁ, କିନ୍ତୁ ଆମର ବର୍ତ୍ତମାନ ପର୍ଯ୍ୟନ୍ତ କମୁଛି । ଟେଷ୍ଟିଂର ମାତ୍ରା କମିନି । ୭୦ ହଜାର ଉପରେ ଟେଷ୍ଟିଂ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ…

ରାଜ୍ୟରେ ୨୪ଘଣ୍ଟା ଭିତରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୩୭ଜଣ ସଂକ୍ରମିତ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୯୪୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩ହଜାର ୫୭୯ଜଣ ଚିହ୍ନଟ…