Latest Odisha News

BREAKING NEWS

Browsing Category

ସହର

City

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର…

କୋଭିଡ୍ ସ୍ଥିତିରେ ଦ୍ରୁତ ବୃଦ୍ଧି, ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରରେ ନୂତନ ମାର୍ଗଦର୍ଶିକା ବୁଧବାରଠାରୁ ଲାଗୁ

ଭୁବନେଶ୍ୱର: କୋଭିଡ୍ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ କୋଭିଡ୍…

ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମିତ ଦ୍ରୁତ ଗତିରେ ବଢ଼ୁଛି, ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି । Reviewing #COVD19…

କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର :କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର…

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ…

ଚନ୍ଦନପୁରରୁ ୧୬୫ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଚନ୍ଦନପୁରରୁ ୧୬୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ୭ହଜାର ୫୬୦ ନଗଦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି । ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୫୦ହଜାର ଟଙ୍କା ।…

ବ୍ରିଜ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ମଧୁସୂଦନ ବ୍ରିଜ୍ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଏସସିବି ମେଡ଼ିକାଲ କଲେଜରେ ପିଜି ଶେଷବର୍ଷ ଛାତ୍ର । ମୃତ ଛାତ୍ର ବ୍ରହ୍ମପୁର ଅଞ୍ଚଳର ଜଗମୋହନ ସେଠୀ ବୋଲି ଜଣାପଡ଼ିଛି । ଗତକାଲିଠାରୁ ସେ ନିଖୋଜ ଥିଲେ । ବ୍ରିଜ ଉପରେ ଗତକାଲିଠୁ ତାଙ୍କର…

ସୋମବାର ୫୦ ହଜାର ୫୭୫ଜଣ ନେଇଥିଲେ ପ୍ରିକସନ ଡ଼ୋଜ୍

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ଜଣ ପ୍ରିକସନ ଡ଼ୋଜ୍ ନେଇଥିଲେ । ଏହା ମଧ୍ୟରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ଏହା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ଅଛନ୍ତି ୬ହଜାର ୮୮୩ଜଣ…

ତପସ୍ୱିନୀ-ସୁମିତ ବିବାଦ ମାମଲା , ହାଇକୋର୍ଟରେ ସୁମିତ୍

କଟକ : ବ୍ରହ୍ମପୁର ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ବିବାଦ ମାମଲା । ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଛି ।ସୁମିତ୍ ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ।ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି…