Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର । ୫୦ ବର୍ଷୀୟ ବ୍ୟକ୍ତି…

ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର: ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର । ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍‌ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍‌ ମୋଡ୍‌ରେ ସୂଚାରୁ ରୂପେ ବିଧାନସଭା କାର୍ଯ୍ୟ…

ପରପାରିରେ ଶତାୟୁ ଭାଇସ ଆଡମିରାଲ ଏସ୍.ଏଚ୍ ଶର୍ମା, ବୁଧବାର ଶେଷକୃତ୍ୟ

ଭୁବନେଶ୍ୱର: ଭେଟେରାନ ଯୋଦ୍ଧାଙ୍କ ପରଲୋକ । ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ ଆଡମିରାଲ ଏସ.ଏଚ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି । ପାକିସ୍ତାନ ବିରୋଧରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା ଶର୍ମାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ…

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି…

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର…

ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ

ବାରଙ୍ଗ : ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ । ଓମିକ୍ରନ୍‌ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ତେବେ ମଙ୍ଗଳବାରଠାରୁ ଉଭୟ ଉଦ୍ୟାନ ଖୋଲିବ ।…

ପୁଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍, ୩ ଓିମକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

ପୁରୀ: ପୁୂଣି ପୁରୀକୁ ଫେରିଲା କଣ୍ଟେନମେଣ୍ଟଜୋନ୍ । ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍। ୧୧ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଏକ ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ପରେ ନିଆଯାଇଛି ପଦକ୍ଷେପ। ହୋଟେଲ ସଂଲଗ୍ନ…

ଆଉ ୩ ଦିନ ପ୍ରବଳ ହାଡଥରା ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଜାରି ରହିବ । ଆସନ୍ତା ୩ ଦିନ ଯାଏ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ପାରଦ ତଳମୁହାଁ ହୋଇଛି ଓ ଶୀତ ବଢ଼ିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି…

ବ୍ୟାଟେରୀ ଚୋରି କରି ୪ ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଚୋରି । ନବବର୍ଷର ପ୍ରଥମ ରାତିରେ ଚୋରି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ବିଳମ୍ବିତ ରାତିରେ ଅପରାଧୀମାନେ ଖଣ୍ଡଗିରି ଥାନା ଅନ୍ତର୍ଗତ ଖାରବେଳ ହୋଟେଲ ନିକଟରେ ଥିବା ଇଣ୍ଡସ ଟାୱାର ଭିତରକୁ ପଛ ଗେଟର ତାଲା ଭାଙ୍ଗି ଏକ ବୋଲେରୋ ମ୍ୟାକ୍ସ…

ରାଜଧାନୀରେ ମାତିଛନ୍ତି ମୋବାଇଲ ଲୁଟେରା, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ । ମଦ ପିଇବା ପାଇଁ ଲୁଟିନେଲେ ମୋବାଇଲ । ଅଭିଯୁକ୍ତଙ୍କୁ ଗିରଫ କରି ଧରିକୋର୍ଟ ଚାଲାଣ କଲା ଖାରବେଳ ଥାନା ପୋଲିସ । ଅଭିଯୋଗକାରୀ ନବବର୍ଷ ଦିନ କୌଣସି ବ୍ୟକ୍ତଗତ କାମ ପାଇଁ କଟକରୁ ଭୁବନେଶ୍ୱର ଆସିଥିଲେ । ଶ୍ରୀୟା ସିନେମା ହଲ୍ ନିକଟରେ ସେ…