Latest Odisha News

BREAKING NEWS

Browsing Category

ସହର

City

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର…

ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା

ଭୁବନେଶ୍ୱର: ପୁଣି ଧାରଣାରେ ତପସ୍ଵିନୀ । ନ୍ୟାୟ ପାଇବାକୁ  ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ବସି ନିଜ ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି । ଆସନ୍ତା ୨୦ ତାରିଖରେ ଏହି ମାମଲାର…

ମୋବାଇଲ ଫାଟି ୨ ନାବାଳକ ଭାଇ ଗୁରୂତର

ବାଲେଶ୍ୱର: ମୋବାଇଲ ହେଲା କାଳ  । ମୋବାଇଲ ବ୍ୟାଟେରୀ ଧରି ଖେଳୁ ଖେଳୁ ତାହା ଫାଟିଯିବାରୁ ୨ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଲା ଗାଁରେ ଘଟିଛି। ୨ ଜଣ ନାବାଳକ ଭାଇ ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିଲେ। ହେଲେ ହଠାତ୍‌ ଏହା ଫାଟି…

କିଟ୍ ଓ କିସରେ କଳାକୁମ୍ଭ ଉଦଯାପିତ,ବିଭିନ୍ନ ରାଜ୍ୟରୁ ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ

ଭୁବନେଶ୍ୱର : କିଟ୍ ଓ କିସରେ କଳାକୁମ୍ଭ ଉଦଯାପିତ । ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହଳୟ ପକ୍ଷରୁ କିଟ ଓ କିସ୍ ସହଯୋଗରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍‍ ଓ କିସରେ ଅନୁଷ୍ଠିତ…

ଚିତ୍ତରଞ୍ଜନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବୋଲି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର : ମମିତା ମେହେରକୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିବା ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ପୋଲିସ ଆକ୍ରମଣ କରିଛି । ଅନ୍ୟପଟେ ପୁରୀର ଜନୈକ ଯୁବକ ଚିତ ରଞ୍ଜନ ପଲାଇ ହତ୍ୟାକାଣ୍ଡରେ ପରିବାର ପକ୍ଷରୁ ଯାହାଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି ସେ ବିଜୁ ଜନତା ଦଳର ରାଜ୍ୟ…

୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ।…

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ…

ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା । ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ…

[ଭିଡ଼ିଓ] ରାଜରାସ୍ତାରେ ପାଇକ ପୁଅର ରଣ ହୁଙ୍କାର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ପାଇକପୁଅ । ବାଦ୍ୟର ତାଳେ ତାଳେ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରିବା ସହିତ ଦାବି ପୂରଣ କରିବାର ଜିଦ୍ ଜୋର୍ ଧରିଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଜୋର ଧରିଲା ଆନ୍ଦୋଳନ । ତା ସହିତ ପାଇକ ସ୍ମାରକୀ ନିର୍ମାଣ…