Latest Odisha News

BREAKING NEWS

Browsing Category

ସହର

City

କଟକଣା କଡାକଡି : ରାତି ୧୦ପରେ ବିବାହ ପ୍ରସେସନରେ ଡିଜେ, ବାଣ ମନା

ଭୁବନେଶ୍ବର: ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା…

ଆସନ୍ତାକାଲି ଯାଜପୁରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ଏହି…

ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ବଲାଙ୍ଗୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସଆଇଟି ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ…

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି…

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

[ଭିଡ଼ିଓ] ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା । ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି…

କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ । ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରଦାନ ଲାଗି ଗଞ୍ଜେଇପଦରରେ ଏହି ସ୍କୁଲ ଖୋଲାଯିବ । ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳ ଅବଦଲ ଅଖତର…

ନୟାଗଡବାସୀଙ୍କୁ BSKY ସ୍ମାର୍ଟ କାର୍ଡ

ନୟାଗଡ : ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା, BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି…

ପରଲୋକରେ ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ର

ଭୁବନେଶ୍ୱର : ଚାଲିଗଲେ ସାମ୍ବାଦିକ ମନୋଜ ପାତ୍ର । ରାୟଗଡାର ଜିଲ୍ଲାର ଓଡିଭି ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମନୋଜଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ହେବାରୁ ମୋନଜଙ୍କ ଚିକିତ୍ସା ଚାଲିଥିଲା ।ହେଲେ ଆଜି ଚିକିତ୍ସାଧିନ…

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…

ଓମିକ୍ରନରୁ ସୁରକ୍ଷା ଦେବ ଟିକା, ଶୀଘ୍ର ଟିକା ନେବାକୁ ଅନୁରୋଧ

ଭୁବନେଶ୍ୱର: ଓମିକ୍ରନରୁ ସୁରକ୍ଷା ଦେବ ଟିକା । ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେବାକୁ ପ୍ରତି ଗାଁରେ ସାମାଜିକ କର୍ମୀ ପ୍ରୋତ୍ସାହିତ କରନ୍ତୁ । କେଉଁ ବ୍ଲକରେ ଟିକା ଲୋକେ…