Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଢ଼ିବ ଶୀତ, ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ

ଭୁବନେଶ୍ୱର : ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ବଢ଼ିବ ଶୀତ। ୩ ରୁ ୪ ଡିଗ୍ରୀ କମିପାରେ ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା…

ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଢ଼େଙ୍କାନାଳ ଜିଲ୍ଲା ମହୁଲପାଳ ଗାଁ ନାମଯୋଡ଼ି ଜଙ୍ଗଲରୁ ସରପଞ୍ଚ ବିବେକାନନ୍ଦ ମହାକୁଡ଼ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗତ ୭ତାରିଖ ଦିନ ଅପରାହ୍ନଠାରୁ ନିଖୋଜ ଥିଲେ ବିବେକାନନ୍ଦ…

ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରିବାକୁ ଆନ୍ଦୋଳନ କରାଯାଇଥିଲା। ଛାତ୍ର କଂଗ୍ରେସ ଆଜି  ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତା…

ଏସଟିଏଫ୍ ପଞ୍ଝାରେ ଦୁଇ ବେପାରୀ, ୫ ହରିଣ ଛାଲ ଜବତ

ଭୁବନେଶ୍ୱର: ଏସିଟିଏଫ୍ ହାତରେ ଧରାପଡ଼ିଲେ ହରିଣ ଛାଲ ବେପାରୀ । ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ପିପିଲି ଫ୍ଲାଏ ଓଭର ନିକଟରେ ଡ଼ିଲ ଚାଲିଥିବାବେଳେ ଧରାପଡ଼ିଥିଲେ । ଘଟଣାରେ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଏହାସହ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬କରୋନା ପଜିଟିଭ୍ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୮ଜଣ ସ୍ଥାନୀୟ ସଂକ୍ରମଣରୁ ବାହାରିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୦ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଯାଜପୁର: ଯାଜପୁର ଥାନା ବୃନ୍ଦାବନପୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । କଟୁରୀ ଚୋଟରେ ଗାଁର ପ୍ରକାଶ ଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଛି । ଗାଁକୁ ଷ୍ଟ୍ରିଟ୍ ଲାଇଟ୍ ଲାଗିବା ପାଇଁ ଆସିଥିଲା । ଏହାକୁ ନେଇ ପ୍ରକାଶ ଏବଂ ଦେବ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ । ଦୀର୍ଘ ୨ମାସ ପରେ ବି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିପାରିନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ବିଧାନସଭା ଏନେଇ ବାରମ୍ବାର ମୁଲତବୀ ହେଉଛି । ସରକାର…

ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଚାଲିଛି ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୭ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିର ଦାସଙ୍କ ଅସୁସ୍ଥ ଖବର ଶୁଣି ଓଲିଉଡ଼ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା…

ବିଦ୍ୟୁତ ବିତରକ ସଂସ୍ଥାର ଦାଦାଗିରିକୁ ନେଇ ଥାନାକୁ ଘେରିବା ସହ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

ପାରାଦୀପ : ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାଙ୍ଗକୁ ପୋଲିସର ଦମନ ଲୀଳା ବିରୋଧରେ ତାତିଲେ ଗ୍ରାମବାସୀ। ଏନେଇ ଶହ ଶହ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ବୁଧବାର ଦିନ ମଧ୍ୟାହ୍ନରେ ବିଦ୍ୟୁତ ବିତରକ ସଂସ୍ଥାର…