Latest Odisha News
Browsing Category

କଟକ

Cuttack

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ଭୁବନେଶ୍ୱର : ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି ।…

ବ୍ୟାଙ୍କରୁ ଗାଏବ ଜମାକାରୀଙ୍କ ଟଙ୍କା, ସ୍କାନରରେ କର୍ମଚାରୀ

ନିଆଳି: ନିଜର ଝାଳବୁହା ଟଙ୍କାକୁ ସୁରକ୍ଷିତ ଭାବେ ରଖିବାର ପ୍ରମୁଖ ସ୍ଥାନ ହେଉଛି ବ୍ୟାଙ୍କ । ଆଉ ଚିଟଫଣ୍ଡ ଘଟଣା ପରେ ବ୍ୟାଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଛି । କିନ୍ତୁ ଏବେ ଏହି ବ୍ୟାଙ୍କରେ ନିଜର ଜମା ଟଙ୍କା ରଖି ହଟହଟା ହୋଇଛନ୍ତି କଟକ ଜିଲ୍ଲା ନିଆଳି ଅଞ୍ଚଳର କିଛି ଲୋକ। ଏବେ…

ବର୍ଷାଙ୍କ ଏତଲା ପରେ ଡିସିପି କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ତାଙ୍କୁ ଅପମାନ କରିବା ଭଳି ରହିଛି । ଏହା ତାଙ୍କର ନାରୀତ୍ୱକୁ ହନନ କରୁଛି । ଏକ ସାତ ପୃଷ୍ଠାର ଏତଲା କପିରେ ବର୍ଷା ପ୍ରିୟଦର୍ଶିନୀ ଏଭଳି କିଛି ଲେଖି ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ…

ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ…

[ଦେଖନ୍ତୁ ଭିଡିଓ] ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ମହାନଦୀ ବଞ୍ଚାଅ ଅଭିଯାନ

ଝାରସୁଗୁଡା  : ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ…

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…

ସ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଟଙ୍କା ସହ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ଗାଡ଼ିରୁ ମିଳିଥିବା ୬ ଲକ୍ଷରୁ ଅଧିକ ଟଙ୍କାର ସେ ହିସାବ ଦେଇ ପାରି ନଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିବେ ପରେ ଏବେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ…

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେବେ ଆରମ୍ଭ ହେବ, କହିଲେ ବୋର୍ଡ ସଭାପତି

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ପରୀକ୍ଷା । ହେଲେ ଫର୍ମ ପୂରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପଛର କାରଣ କଣ ହୋଇପାରେ । ପରୀକ୍ଷା ଶେଷ ହେବା ପରେ ଗଣଣାଧ୍ୟମ ପ୍ରତିନିଧିଙ୍କର ଏପରି ପ୍ରଶ୍ନର ଜବାବ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସି ହାଜିରା।…

ବାପା-ମା’ଙ୍କ ସହିତ ହାଜର ହେବେ ସୁମିତ-ତପସ୍ବିନୀ

କଟକ : ସୁମିତ ଓ ତପସ୍ବିନୀ ସେମାନଙ୍କ ବାପା-ମାଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ମେ ୭ ତାରିଖ ଦିନ ୧ଟା ସମୟରେ ଅଭିଭାବକଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାପାଇଁ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।…

କେଉଁଠି ରହିବେ କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ?

କଟକ: କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍ । କଟକ ଜଗତପୁରରେ ରହୁଥିବା ଦମୟନ୍ତୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ଜଗତପୁରର ଯେଉଁ ବସ୍ତିରେ ସେ ପରିବାର ସହ ରହୁଥିଲେ ସେଠାରୁ ହଟି ଯିବା ପାଇଁ ଇଡକୋ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ମେ ୧୦ ତାରିଖ ସୁଦ୍ଧା…