Latest Odisha News
Browsing Category

କଟକ

Cuttack

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ, ମୁଖାଗ୍ନି ଦେଲେ ପୁଅ ଅମ୍ଳାନ

କଟକ: ଅଫେରା ରାଇଜରେ ମିହିର ଦାସ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ଓଡ଼ିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ମିହିର ଦାସ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ପୁଅ…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର…

[ଭିଡିଓ] ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ କଟକ ପୁଅ ସବ୍ୟସାଚୀ

କଟକ : ଇଚ୍ଛାଶକ୍ତି ଥଲେ ସଫଳତା ମିଳିଥାଏ । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କଟକ ପୁଅ । କଟକ ଶିଖରପୁର ଅଞ୍ଚଳର ସବ୍ୟସାଚ୍ଚୀ ରାଉତ ।ବୟସ ମାତ୍ର ୨୪, ହେଲେ ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ସବ୍ୟସାଚ୍ଚୀ । ଗଣିତ ଶିକ୍ଷାରେ ଅଗାଧ ଜ୍ଞାନ ରହିଛି…

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

SCB ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀଙ୍କୁ କରୋନା

କଟକ: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ପଶିଲା କରୋନା । ୨୮ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ…

ଅସହାୟ ଓ ଅଭାବୀ ଲୋକଙ୍କ ସେବାରେ ‘ଆସ୍ଥା ଆଲୋକ’ 

କଟକ: ସମାଜର ଅସହାୟ ଓ ଅଭାବୀ ଲୋକଙ୍କୁ ସେବା ମିଳିବ । ଲୋକଙ୍କର ସେବା କରିବା ଉଦ୍ଦେଶ୍ୟରେ 'ଆସ୍ଥା ଆଲୋକ' ନାମରେ ଏକ ରେଜିଷ୍ଟ୍ରୀଭୁକ୍ତ ନ୍ୟାସ ଗଠନ କରାଯାଇଛି । କେନ୍ଦ୍ର ରିଜର୍ଭ ପୁଲିସ ବାହାନୀର ପୂର୍ବତନ ମହାନିର୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ଓ ଓଡ଼ିଶା ଘରୋଇ ଯାନ୍ତ୍ରୀକ ମହାବିଦ୍ୟାଳୟ…

ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା…

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର…

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ…