Latest Odisha News
Browsing Category

ଆଲେଖ

ଜାଣିବା ନିହାତି ଜରୁରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଏବେ ଗୋଟିଏ ଖବରକୁ ନେଇ ଆମେ ସବୁ ଆଡ଼େ ଚର୍ଚ୍ଚା କରୁଛେ ।  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଉ କେହି ନୁହଁନ୍ତି ଆମ ଓଡ଼ିଆ ଝିଅ ମଧୁସ୍ମିତା ଜେନା ।  ସୁଦୂର ବ୍ରିଟେନର ମlଞ୍ଚେଷ୍ଟରରେ…

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ  ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ…

ଟିବି ହାରିବ, ଦେଶ ଜିତିବ

ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ଅନୁଜ ଦାସଙ୍କ ଆଲେଖ୍ୟ ସମୟ ବଦଳିଛି ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ରହିଛି । କେଉଁଠି ରୋଗୀ ଗାଁରୁ ବାସନ୍ଦ ହେଉଛି ତ ଆଉ କେଉଁଠି ଅଲୋଡା ପାଲଟିଯାଉଛି । ସରକାରୀ ସ୍ତରରେ ସଚେତନ କରାଗଲେବି ଏବେବି ଏହାକୁ ମହାମାରି…

ଆନନ୍ଦେ ଏକ ବାର ହରିବୋଲ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ  ମଣିଷ ଜୀବନରେ ସୁଖ, ଆନନ୍ଦ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ଅନୁଭବ କରିବା ଏବଂ ଏହା ଉପରେ ରୀତିମତ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଖୁସି ଦିବସ ବା ଅନ୍ତର୍ଜାତୀୟ ଆନନ୍ଦ ଦିବସ। ଏମିତି ଏକ ଦିନର…

ମାନବ ସହ ପ୍ରକୃତିର ସମ୍ପର୍କ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରତିଦାନ ଯେତେ କମ୍, ସେତେ ଉତ୍ତମ । ଦାର୍ଶନିକ, ବୈଜ୍ଞାନିକ ତଥା ଗଣିତଜ୍ଞ ରେନେ ଡେକାର୍ଟସ୍ ଏକଥା ଲେଖିଛନ୍ତି । ଯେ ମାଗଣାରେ ଯାହା ଉପଲବ୍ଧ ଅଛି, ତାହା ଆବଶ୍ୟକ କି ନୁହେଁ । ବରଂ ତାହା ରଖିବା ଏକ ସାଧାରଣ ମାନବର ପ୍ରବୃତ୍ତି ଅଟେ । କିନ୍ତୁ ସେହି…

‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ଯେପରି ରଙ୍ଗୀନ୍ ସ୍ୱପ୍ନ ଦେଖାଯାଇଥିଲା ତାହା ବର୍ତ୍ତମାନ କେବଳ ଦିବାସ୍ୱପ୍ନରେ ପରିଣତ…

ମହିଳା ଦିବସ ଓ ସମାଜ ଆଖିରେ ନାରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଆଜିର ଦିନରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସଫଳତାର ସହ କାର୍ଯ୍ୟ କରୁନାହାନ୍ତି ବୋଲି ଆମେ ପ୍ରଶ୍ନ କରିପାରିବା।  ଅଟୋ ଚଲେଇବାଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର ଆଉ ପାଇଲଟ, ସବୁ କ୍ଷେତ୍ରରେ…

ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକ 

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଣତନ୍ତ୍ରର ସେ ଥିଲେ ଗଣ୍ୟମାନ୍ୟ ରଣହୁଂକାରୀ ରାଜନେତା । ଜନତାର ଜୟଜୟକାର ଥିଲା ତାଙ୍କ ତୁଙ୍ଗ ରାଜନୈତିକ ସଂଗ୍ରାମୀ ଜୀବନର ସଂକଳ୍ପବଦ୍ଧ ସ୍ୱର । ସେ ସ୍ୱର ସବୁଠି ସ୍ପଷ୍ଟ, ଶାଣିତ, ସାହସିକ, ସାଗ୍ନିକ । ଅନେକେ ଆକ୍ଷେପ କରନ୍ତି…

ଉଦାସୀ ବସନ୍ତର ବିଳାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବସନ୍ତର ଆଗମନ ଧରାପୃଷ୍ଠକୁ ସୁନ୍ଦର ଭାବରେ ସଜ୍ଜିତ କରୁଛି । ସତେ ଯେପରି ଏକ ଶିଶୁ ମନର ଦ୍ୱାରରେ ଠକ୍ ଠକ୍ କରୁଛି । ଯଦିଓ ଲୋକମାନେ ସେମାନଙ୍କର ବ୍ୟସ୍ତତାର ଶବ୍ଦରେ ବୁଡ଼ିଯାଇଥିବା ବେଳେ ତା'ର ଆଗମନକୁ ଶୁଣିପାରି ନଥାନ୍ତି । ଆମ ସାହିତ୍ୟରେ ବସନ୍ତର…