Latest Odisha News

BREAKING NEWS

Browsing Category

ଆଲେଖ

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ…

ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ,…

ଭାଗ-୩ :ପଥରର ପ୍ରେମକଥା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆଉ କିଛି କଥା ରହିଗଲା । ରହିଯାଉ । ମୁଁ ତ ଆଉ ଆତ୍ମଜୀବନୀ ଲେଖିବସୁନି ଯେ କଥା ଅଧା ରହିଗଲେ ଅବଶୋଷ ରହିଯିବ । ନା, ଆତ୍ମକାହାଣୀ ଅଧା ରହିଯାଉ ପଛେ ମୋ’ ପ୍ରେମକାହାଣୀଟି କିନ୍ତୁ ଏଇଠି ଚୁମ୍ବକରେ ସୂଚାଇ ନ ଦେଲେ ସୁଖ ଲାଗିବନି । ଦୁଃଖ ତ…

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି

ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି…

ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି…

ଭାଗ-୨: ପଥରର ପରଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ପୃଥିବୀରେ କିସମ କିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ - ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ ।…

ଅଭାବ ନା ଅବହେଳା

ସୃଷ୍ଟିର ଆରମ୍ଭ ଆମ ମହିଳାଙ୍କୁ ନେଇ । ମହିଳା ଯଦି ନ ରହିବେ ତା’ହେଲେ ସଂସାର ଛାରଖାର, ଏକଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ହେଲେ ବି ଆଜି ଆମେ କେଉଁଠି ନା କେଉଁଠି ମହିଳାମାନଙ୍କ ଅଭାବ ଦେଖୁଛେ । ସବୁ କ୍ଷେତ୍ରରେ ଆମେ ଯେତେ ସଶକ୍ତ ମହିଳାଙ୍କୁ କରୁଛେ ବୋଲି ଯେତେ ଉଦାହରଣ ଭାଷଣବାଜିରେ…

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

ଘାଇ ରାଜନୀତି

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସି ରାଜ୍ୟକୁ ବେହାଲ୍‍ କରି ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସ୍ରୋତା ଆଦି ପ୍ରତିଟି ନଦୀରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।…

ପଥରର ପୂର୍ବଜନ୍ମ

ପଥର ବି କଥା କହେ - ଅନେକ ଯୁଗର କଥା । ସେ କଥାରେ କାଳାନ୍ତରର କ୍ଳେଶ...ମନ୍ୱନ୍ତରରମନାସ... ପୁରାଣର ପ୍ରାସ...କିମ୍ବଦନ୍ତୀର ଖଣ୍ଡିତକ୍ଷୟକାଶ...ଇତିହାସର ଆଭାସ !ପଥର ଆଖିରେ ପ୍ରାଗୈତିହାସିକ ପର୍ଯାୟର ପରଳ... ପଥର ପତାରେଜମାଟବାଂଧେ ଅଜସ୍ର ଅବ୍ଦର ଅଶ୍ରୁଜଳ । ତା’ଛାତିରକ୍ଷତଚିହ୍ନ -…