Latest Odisha News

BREAKING NEWS

Browsing Category

ଆଲେଖ

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

ଘାଇ ରାଜନୀତି

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସି ରାଜ୍ୟକୁ ବେହାଲ୍‍ କରି ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସ୍ରୋତା ଆଦି ପ୍ରତିଟି ନଦୀରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।…

ପଥରର ପୂର୍ବଜନ୍ମ

ପଥର ବି କଥା କହେ - ଅନେକ ଯୁଗର କଥା । ସେ କଥାରେ କାଳାନ୍ତରର କ୍ଳେଶ...ମନ୍ୱନ୍ତରରମନାସ... ପୁରାଣର ପ୍ରାସ...କିମ୍ବଦନ୍ତୀର ଖଣ୍ଡିତକ୍ଷୟକାଶ...ଇତିହାସର ଆଭାସ !ପଥର ଆଖିରେ ପ୍ରାଗୈତିହାସିକ ପର୍ଯାୟର ପରଳ... ପଥର ପତାରେଜମାଟବାଂଧେ ଅଜସ୍ର ଅବ୍ଦର ଅଶ୍ରୁଜଳ । ତା’ଛାତିରକ୍ଷତଚିହ୍ନ -…

ମୂଲ୍ୟହୀନ ବିତର୍କ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମ ତଥା ସମ୍ବାଦ ଚ୍ୟାନେଲ୍ ମାନଙ୍କରେ ସମ୍ବାଦ ପରିବେଷଣ ବ୍ୟତୀତ ଭିନ୍ନ ଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ବିତର୍କ ଆୟୋଜନ କରିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି । କିନ୍ତୁ ଏହି ବିତର୍କ…

ସାହିତ୍ୟର ଲୋକତନ୍ତ୍ର

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ହେଉଛି ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର – ଏମିତି ଏକ ଚମତ୍କାର ବକ୍ତବ୍ୟ ରଖିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା କଳା ସମୀକ୍ଷକ ଅଶୋକ ବାଜପାୟୀ । ସାହିତ୍ୟରେ ସବୁପ୍ରକାର ସ୍ୱର ଜାଗା ପାଇବେ । ସାହିତ୍ୟରେ କେହି ବି…

ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ । ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ - ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ ।’ ଏହି…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ଅଧିକାର ଓ ଦାୟିତ୍ୱବୋଧ

ମହିଳାଙ୍କୁ ନେଇ କେତେ କଥା କେତେ ଆଲୋଚନା ତାର ଆଉ ଅନ୍ତ ନ ଥାଏ, କାରଣ ସୃଷ୍ଟିର ଆରମ୍ଭରୁ ନାରୀକୁ ନେଇ କି ହିଁ ସବୁକଥାର ଆରମ୍ଭ ହୋଇଛି । ନାରୀ ଏମିତି ଗୋଟିଏ ଶବ୍ଦ ଯାହା ବିନା ସବୁକିଛି ଅଧା ଲାଗେ, ଯେମିତି ଘରୁ ଝିଅ, ସ୍ତ୍ରୀ, ମା’ ଏଇ ଚରିତ୍ରମାନେ ଆମର ଦୈନନ୍ଦିନ ଜୀବନରେ ବହୁତ ବଡ଼…

ଆଷ୍ଟ୍ରୋ ଫଟୋଗ୍ରାଫି ପାଇଁ ଓଡିଶାରେ କେତେ ରହିଛି ସୁଯୋଗ?

ଭୁବନେଶ୍ୱର: ଫଟୋଗ୍ରାଫି ସମ୍ପର୍କରେ ପ୍ରାୟ ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି । ହେଲେ ତନ୍ମଧ୍ୟରୁ ଆଷ୍ଟ୍ରୋ ଫଟୋଗ୍ରାଫି ଅନ୍ୟତମ । ଯାହା ବର୍ତ୍ତମାନ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ହେଲେ ଖୁବ୍ କମ୍ ଲୋକ ଏସମ୍ପର୍କରେ ଜାଣିଥିବେ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ…

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…