Latest Odisha News

BREAKING NEWS

Browsing Category

ସମୟର ସ୍ୱର

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି! ବିଚିତ୍ର ବିଶ୍ୱାଳ ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ…

ରାଫେଲ୍ ଚକା ତଳେ ଲେମ୍ବୁ

ରାଫେଲ୍ ଚକା ତଳେ ଲେମ୍ବୁ ବିଚିତ୍ର ବିଶ୍ୱାଳ ଯେଉଁ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ନିର୍ବାଚନ ସମୟରେ ଭାରତୀୟ ରାଜନୀତି ଗରମ ହୋଇଯାଇଥିଲା, ତାହା ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମା ହୋଇଛି । ଏଥର ଚର୍ଚ୍ଚା ରାଫେଲ୍ ଦାମ୍ କିମ୍ବା ଦୁର୍ନୀତିକୁ ନେଇ ନୁହେଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ…

ପୂଜାରେ ‘ପୂଜା’ କାହିଁ?

ପୂଜାରେ ‘ପୂଜା’ କାହିଁ? ବିଚିତ୍ର ବିଶ୍ୱାଳ ଦଶହରା ବଜାର ଏବେ ପୂରା ଗରମ । କି ସହର କି ଗାଁ’ ସବୁଠି ଏବେ ଦଶହରାର ରଙ୍ଗୀନ ମାହୋଲ । ସବୁଆଡେ଼ ମା’ ଦୁର୍ଗାଙ୍କର ପୂଜାକୁ ନେଇ ଲୋକମାନେ ପୂରା ଉତ୍ସବ ମୂଖର । ମାଇକ୍, ଲାଇଟ୍ ଓ ମେଢ଼ରେ ସବୁ ସହର ବଜାର ଏବେ ଝଲସୁଛି । ଗୋଟିଏ ପଟେ ଆମ ପରମ୍ପରା…

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର ବିଚିତ୍ର ବିଶ୍ୱାଳ ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା…

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ ବିଚିତ୍ର ବିଶ୍ୱାଳ ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ…

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା ବିଚିତ୍ର ବିଶ୍ୱାଳ ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ…