Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍

ଜୟପୁର : ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍…

ଦେଶରେ ୩ ଲକ୍ଷ ୭୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବିସ୍ଫୋଟକ ଭଳି ଫୁଟି ଚାଲିଛି । ସପ୍ତାହେ ହେଲା ଲଗାତାର ୩ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

କରୋନା ନେଲା ଆଉ ୧୨ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ୨୯କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ମୃତ୍ୟୁ ଥମୁନି । ସଂକ୍ରମଣ ଭଳି ରାଜ୍ୟରେ କରୋନାରେ ଲୋକ ଆଖି ବୁଜୁଛନ୍ତି । ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଏଯାବତ୍ ୨ ହଜାର ୨୯ ଜଣଙ୍କ ଜୀବନ ନେଇଛି କରୋନା ।…

୧୨ ଜିଲ୍ଲାରେ ଆଜି ବନ୍ଦ ରହିବ ଟିକାକରଣ, ମାତ୍ର ୩୦୨ଟି କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କୋଭିଡ୍ ଟିକାକରଣ ହେବ ନାହିଁ । କେନ୍ଦ୍ର ଆବଶ୍ୟକ ମୁତାବକ ଟିକା ସମୟରେ ଯୋଗାଇ ଦେଉନାହିଁ । ଫଳରେ ରାଜ୍ୟରେ ଟିକାକରଣ ହ୍ରାସ୍ ପାଉଥିବା ବେଳେ ଲୋକେ ଟିକା ନେବାକୁ ଆସି ହଇରାଣ ଫେରୁଛନ୍ତି । ରାଜ୍ୟରେ ୧୨ ଶହରୁ ଅଧିକ…

ରାଜ୍ୟରୁ ଆଉ ୬ ହଜାର ୯୯୮ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ସଂକ୍ରମଣରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ହଜାର ୯୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୯୪୪ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ…

ଭୁବନେଶ୍ବରରୁ ଆଉ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୧୦୪୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୨୫ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୪୪୭ ଜଣ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆଜି ସାରା ରାଜ୍ୟରୁ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୪୫୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା…

ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ନିୟମ ମାନୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ଚିନ୍ତା ବଢ଼ିଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜଧାନୀବାୀ ସଚେତନ ହେଉନାହାନ୍ତି । ଯେଉଁଥିପାଇଁ ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି…

କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ, ରେଡ୍ ଜୋନରେ ୧୭ ଜିଲ୍ଲା

ଭୁବନେଶ୍ୱର: କରୋନା ମାନଚିତ୍ରରେ ପ୍ରତିଦିନ ରଙ୍ଗ ବଦଳାଉଛି ଓଡ଼ିଶା । ସଂକ୍ରମଣ ବଢୁଛି । ସେହି ଅନୁସାରେ ଓଡ଼ିଶାର କରୋନା ମାନଚିତ୍ରରେ ରଙ୍ଗ ବି ବଦଳୁଛି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ଏବେ କରୋନା କାୟାରେ ଅଧା ଓଡ଼ିଶା । ୧୭ଟି ଜିଲ୍ଲା ରେଡ୍ ଜୋନରେ ଅଛି ।…

ବଢୁଛି ସଂକ୍ରମଣ; ଦେଶରୁ ଦିନକରେ ୩ ଲକ୍ଷ ୬୦ ହଜାର ପଜିଟିଭ୍, ୩୨୯୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପ୍ରାୟ ୩ ଲକ୍ଷ ୬୦ ହଜାର ଛୁଇଁଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୬୦ ହଜାର ୯୬୦ ନୂଆ…