Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ଆଜି ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ…

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି…

ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣ କରୋନା ପଜିଟିଭ 

ପୁରୀ: ପୁରୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୁଚନା ଦେଇଛନ୍ତି ।  ଚିହ୍ନଟ ସଂକ୍ରମିତ ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ…

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କରୋନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ । ବହୁବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଟ୍ୱିଟ୍ କରି ନିଜେ ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରିବା ପାଇଁ…

ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ: ଦିନକରେ ୨ଲକ୍ଷ ୭୩ହଜାର ପଜିଟିଭ୍, ୧୬୧୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହି ସମୟରେ ମହାମାରୀ ନେଇଛି…

ଆଜିଠୁ ରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ । କିନ୍ତୁ ରାଜ୍ୟ ଭିତରେ ବସ୍ ଚଳାଚଳରେ କୌଣସି କଟକଣା ନାହିଁ ।…

ଓଡ଼ିଶାରୁ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ଘାତକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ରାଜ୍ୟରେ ସଂକ୍ରମଣ ସହ ପୁଣି ଥରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଝାରସୁଗୁଡ଼ା ଓ…

କରୋନାର ଲମ୍ବା ଲମ୍ଫ: ଓଡ଼ିଶାରେ ୪୦୦୦ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମାରୁଛି ଲମ୍ବା ଡିଆଁ । ଦିନକରେ ସଂକ୍ରମଣ ୪ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪ହଜାର ୪୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫ଶହ ୭୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮ଶହ ୭୧ଟି ।…

ରାଜ୍ୟରୁ ସୁସ୍ଥ ହେଲେ ୧୩୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୧୩୦୯ ଜଣ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ସୁନ୍ଦରଗଡ଼ରୁ ଆଜି ସର୍ବାଧିକ ୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…