Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ଆକ୍ଟିଭ କେସ୍‌; ଆଜି ୩୨୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣ…

ଭାରତରେ ଅଗଷ୍ଟ ମାସରେ ହୋଇଛି ୨.୩୯ କୋଟି କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଭାରତରେ ଗତ ଅଗଷ୍ଟ ମାସରେ ହୋଇଛି ପ୍ରାୟ ୨.୩୯ କୋଟି କୋଭିଡ ଟେଷ୍ଟ । ଯେଉଁଥିରୁ ୧.୨୪ କୋଟି ରାପିଡ୍ ଆଣ୍ଟିଜେନ୍ କିଟ୍ ଦ୍ୱାରା ଟେଷ୍ଟ କରାଯାଇଛି ବୋଲି ରବିବାର ଦିନ କେ‌ନ୍ଦ୍ର ସରକାର ପ୍ରକାଶ କରିଛନ୍ତି । ରାଜ୍ୟ ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଷ୍ଟ୍ର) ଅଶ୍ୱିନୀ ଚୌବେ…

‘ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ଏହି ସଂକମ୍ରଣୁ ବଢ଼ୁଥିବା ନେଇ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି । ଏଥିସହ ଅମାନିଆ ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ…

କୋଭିଡ ହସ୍ପିଟାଲର ଯାଂଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ସରକାରୀ ଓ ଅନ୍ୟ କୋଭିଡ ହସ୍ପିଟାଲର ହେବ ଯାଂଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଯାଂଚ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା…

ଭାରତରେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସମାନ ପ୍ରଭାବିତ ଦେଶ ତୁଳନାରେ ଭାରତରେ କୋଭିଡ କାରଣରୁ ପ୍ରତି ମିଲିୟନ୍ ଜନସଂଖ୍ୟାରେ ମୃତ୍ୟୁ ସଂଖ୍ୟା କମ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରବିବାର ରାଜ୍ୟସଭାକୁ କହିଛନ୍ତି। କୌଣସି ପ୍ରତିଷ୍ଠିତ ଫାର୍ମାସ୍ୟୁଟିକାଲ୍ ହସ୍ତକ୍ଷେପ ନାହିଁ ଯାହା ସଂକ୍ରମଣର…

ଦେଶରେ କୋଭିଡ-୧୯ ପ୍ଲାଜମା ବ୍ୟାଙ୍କ ସଂଖ୍ୟାକୁ ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ପାଇଁ ଧାର୍ଯ୍ୟ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ବିଷୟରେ କୌଣସି ତଥ୍ୟ ନଥିବା ସରକାର ରାଜ୍ୟସଭାକୁ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋଭିଡ-୧୯ ଚିକିତ୍ସା ପାଇଁ କନଭାଲେସେଣ୍ଟ ପ୍ଲାଜମା ଥେରାପି ସୁପାରିଶ କରାଯାଇ ନାହିଁ ଏବଂ ପ୍ଲାଜମା ବ୍ୟାଙ୍କ ଗଠନ…

ଏଣିକି ମାତ୍ର ଅଧଘଣ୍ଟାରେ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ । ସେ ବି କମ୍ ଖର୍ଚ୍ଚରେ । ଏଭଳି ଏକ କିଟ୍ ତିଆରି କରିଛି ଟାଟା । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ ସିଆର୍‌ଆଇଏସ୍‌ପିଆର୍ ଟେଷ୍ଟ କିଟ୍ ଫେଲୁଦା’କୁ ଡିସିଜିଆଇର ଅନୁମୋଦନ ମିଳିଛି । ଟାଟା ଗ୍ରୁପ୍ ଓ ସିଏସ୍‌ଆଇଆର୍ ଦ୍ୱାରା…

ପାଲଲହଡା ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ବିଜେଡି ନେତା ତଥା ପାଲଲହଡା ବିଧାୟକ ମୁକେଶ କୁମାର ପାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋର କୌଣସି ଲକ୍ଷଣ ନାହିଁ । ଏବେ ମୁଁ ହୋମ୍ ଆଇସୋଲେସନରେ ରହିଛି…

ରାଜ୍ୟରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୦୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୧,…

ଓଡିଶାରେ ଆଉ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୩୩୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…