Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୧୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସମସ୍ତ ସୁସ୍ଥତାଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭୮୨, କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗୀରରୁ ୧୯୩, ଯାଜପୁରରୁ ୧୬୯,…

ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ କୋଭିଡ ସ୍ଥିତିରେ ସୁଧାର ଆସିବ: ବିଏମସି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢିଥିଲେ ସୁଦ୍ଧା ଗତ ସପ୍ତାହକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିନି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭୪…

ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ ପରିସର

ଭୁବନେଶ୍ୱର: ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ପାଇଁ ଭୁବନେଶ୍ୱର ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରିଛି ବିଏମସି । ଆସନ୍ତାକାଲିଠୁ ୨୫ ତାରିଖ ଯାଏଁ ଏହା ଲାଗୁ ହେବ । ତେବେ କଣ୍ଟେନମେଣ୍ଟରୁ ବାଦ ପଡିଛି ଉପଜିଲ୍ଲାପାଳଙ୍କ ଅଫିସ,…

ଭୁବନେଶ୍ୱରରେ ଆଜି ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ; କେଉଁଁ ଅଞ୍ଚଳରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୦୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ୱିଟ୍ ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୧୫ଟି ସ୍ଥାନୀୟ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧,…

ରାଜ୍ୟରେ ୧ ଲକ୍ଷ ୭୧ ହଜାର ପାର୍ କଲା କରୋନା ମାମଲା, ଆଜି କେତେ ଚିହ୍ନଟ ଜାଣନ୍ତୁ

ଲଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ଆରୋଗ୍ୟ ହାରରେ ଓଡ଼ିଶାଠୁ ଆଗରେ ଅଛନ୍ତି ଅନ୍ୟ ପଡୋଶୀ ରାଜ୍ୟ; ରିପୋର୍ଟ

ଭୁବନେଶ୍ୱର: କରୋନା ଆରୋଗ୍ୟ ହାରରେ ଓଡିଶା ଅପେକ୍ଷା ଅନ୍ୟ ପଡୋଶୀ ରାଜ୍ୟ ଗୁଡିକ ଆଗରେ ଅଛନ୍ତି। ଗୁରୁବାର ଦିନ ୩୬୦୭ ଜଣ ରାଜ୍ୟରେ ଆରୋଗ୍ୟ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬ ରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସୁସ୍ଥତା ହାର ୭୯.୪୮ ପ୍ରତିଶତ ରହିଛି ।…

ଦେଶରେ ୫୨ ଲକ୍ଷ ଟପିଲା କରୋନା ମାମଲା; ୪୧ ଲକ୍ଷ ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…