Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ”ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗିତା ଦାଶଙ୍କର କରୋନା' ପଜିଟିଭ ବାହାରିଛି ଆମେ ଏବେ ସୁସ୍ଥ ଅଛୁ” ବୋଲି ଉଲ୍ଲେଖ…

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୩୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, କଟକରୁ ୪, ବଲାଙ୍ଗିରରୁ ୨, କନ୍ଧମାଳରୁ ୧, ନୟାଗଡରୁ ୧ ଓ…

ଓଡିଶାରେ ସର୍ବାଧିକ ୪୧୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୧୯୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ହଜାର ୦୦୫ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ…

ଦେଶରେ ଚିହ୍ନଟ ହେଲେ ଆଉ ୯୨ ହଜାର ନୂଆ ଆକ୍ରାନ୍ତ; ଜାଣନ୍ତୁ, କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର…

ରାଜ୍ୟରେ ଗୋଟିଏ ଦିନରେ ୪୯ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୯ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୯,୩୯୩ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୦,୫୧୪ ଜଣଙ୍କର ଆଣ୍ଟିଜେନ, ୮୭୨୮ ଟି ଆରଟିପିସିଆର୍ ଓ ୧୫୧ ଟି ଟ୍ରୁନଟ୍‌ ପରୀକ୍ଷା…

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା 

ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ରାଜନେତା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସମୀର ଟ୍ଵିଟ କରି ଲେଖିଛନ୍ତି ଯେ, "କରୋନା ଲକ୍ଷଣ ଦେଖାଯିବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ…

ଭିମସାର୍‌ ଆଇସୋଲେସନ୍‌ ୱାର୍ଡରେ ପ୍ରାଣ ହରାଇଲେ ୪ କରୋନା ଆକ୍ରାନ୍ତ

ସମ୍ବଲପୁର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା । ବିସ୍ତାର କରିଚାଲିଛି ନିଜର କାୟା । ସମ୍ବଲପୁର ସ୍ଥିତ ଭିମସାର୍‌ର ଗୋଟିଏ ଦିନରେ ଆଇସୋଲେସନ୍‌ ୱାର୍ଡରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।…

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ହର୍ଷବର୍ଦ୍ଧନ କହିଲେ, ‘ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ଚାରି ମାସ ଭିତରେ ଆସିପାରେ କରୋନ ଭ୍ୟାକସିନ୍ । ତେବେ ଭ୍ୟାକସିନ୍ ଆସିବା ପରେ ପ୍ରଥମେ ମୁଁ ନେବି। ରବିବାର ଏଭଳି କିଛି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ…

କରୋନା ହେଲେ କିଭଳି ସଂକ୍ରମିତ ହୁଏ ଶ୍ୱାସନଳୀ, ଫଟୋ ଜାରି କଲେ ବୈଜ୍ଞାନିକ

ୱାଶିଂଟନ: ସାମ୍ନାକୁ ଆସିଲା କରୋନା ଭାଇରସ ସଂକ୍ରମିତ ଜୀବକୋଷର ଫଟୋ । ଏହି ଫଟୋକୁ ବୈଜ୍ଞାନିକମାନେ ଜାରି କରିଛନ୍ତି । ଏହି ଫଟୋ ହେଉଛି ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନା ଭାଇରସ ଆକ୍ରାନ୍ତ ଶ୍ୱାସନଳୀ ଜୀବକୋଷର । ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ…