Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ କରୋନାର ତାଜା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୩୭୩ କୋଭିଡ଼ କେୟାର ହୋମ୍ କରାଯାଇଛି । ଆଗକୁ ଅଧିକ କରୋନା ପରୀକ୍ଷା କରାଯିବ । ନରସିଂହପୁର, ମାହାଙ୍ଗାରୁ ବେଶି ପ୍ରବାସୀ ଆସିଥିଲେ । କୋଭିଡ଼ କେୟାର ସେଂଟରରେ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଲକ୍ ଡ଼ାଉନ ସମୟରେ ଘରକୁ…

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ…

କରୋନା ବିପତ୍ତି ଯାଇନି, ସତର୍କ ରହିବାକୁ ପଡିବ: ମୋଦି

ନୂଆ ଦିଲ୍ଲୀ: କରୋନା ବିପତ୍ତି ଦେଶରୁ ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତ ଗତିରେ ମାଡି ଚାଲିଛି । ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ କିଛି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…

ପିଠିରେ ଛୁରୀ ମାରିଥିଲା ପାକିସ୍ତାନ: ମୋଦି

ନୂଆ ଦିଲ୍ଲୀ: କାରଗିଲ ବିଜୟ ଦିବସରେ ଭାରତୀୟ ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ବର୍ଷ ପୂର୍ବେ ପାକିସ୍ତାନ ବଡ ବଡ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବାକୁ ହୀନ ଉଦ୍ୟମ…

କରୋନା ଭିତରେ ବ୍ୟାପକ ହେବ ରକ୍ତ ସଂଗ୍ରହ: ଓଡିଶା ମୋ ପରିବାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଭିତରେ ରକ୍ତ ସଂକଟ ସୃଷ୍ଟି ହୋଇଛି । ଓଡିଶାରେ ସାଢେ ୩ ଲକ୍ଷରୁ ୪ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି । ରାଜ୍ୟରେ ଦୁଇ ଲକ୍ଷ ୟୁନିଟ୍ ସ୍ୱେଚ୍ଛାକୃତ ଭାବେ ଆସିଥାଏ । ତେବେ କରୋନା ଭିତରେ ତାହା ପ୍ରଭାବିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡରେ ହଜାରେ ପାର୍ କରୋନା ସଂକ୍ରମଣ; ରାଉରକେଲାରୁ ୨୭ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୫୩ ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୃତକ ମାନଙ୍କ ମଧ୍ୟରେ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୭୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଦେଶରେ ସ୍ଥିତି ଅସମ୍ଭାଳ: ୨୪ ଘଣ୍ଟାରେ ୪୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୪୮,୨୦୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪…

ବ୍ରାଜିଲରେ ସଙ୍ଗିନ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୫୧ ହଜାର ଆକ୍ରାନ୍ତ, ୧୨ ଶହରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କହର। ବ୍ରାଜିଲରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ । ସେହିପରି ଏଠାରେ ୨୪ ଘଣ୍ଟାରେ ୧୨ ଶହ ରୁ ଅଧିକ ମୁଣ୍ଡ ନେଇଛି କରୋନା । ଏଠାରେ ୨,୩୯୪,୫୧୩ ମୋଟ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ…