Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୫୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୫୭ ଜଣଙ୍କ ମଧ୍ୟରୁ ୧୧୮ ଜଣ ଗଞ୍ଜାମରୁ, ୫୩ ନୟାଗଡରୁ, ୪୪ ଜଣ କଟକ, ସୁନ୍ଦରଗଡରୁ ୩୮, ୩୨ ଜଣ…

କାଲିଠୁ ଗଂଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଶୀତଳାପ୍ଲଲି ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । କରୋନାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନା ନିପାତ କରିବା ପାଇଁ ରାଜ୍ୟ ସରକାର…

ଶବ ସତ୍କାର ପାଇଁ ୭୫୦୦

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ…

କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ମଳିିବ ପ୍ରୋତ୍ସାହନ ରାଶି । ରାଜ୍ୟର କୋଭିଡ୍ ହସ୍ପିଟାଲ ରେ କାର‌୍ୟ୍ୟରତ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କାମ କରୁଥିବା ଡାକ୍ତର, ନର୍ସ, ଲାବୋରଟୋରି ଟେକ୍ନିସିଆନ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ…

‘ହେଲିକପ୍ଟରରେ ଉଡି ବିଧାୟକ କରୁଛନ୍ତି ଖର୍ଚ୍ଚ କାଟ୍‌’

ଭୁବନେଶ୍ୱର: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଂଜୟ ଦାସ ବର୍ମା । ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି,  କରୋନା ସମୟରେ ଖର୍ଚ୍ଚ କାଟ ପାଇଁ…

ସୁନା ମାସ୍କ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ଏଲ୍‌ଇଡି ମାସ୍କ !

ପଶ୍ଚିମବଙ୍ଗ: ସୋସିଆଲ୍ ମିଡିଆରେ ଭାଇରାଲ୍ । ଓଡିଶାର ସୁନା ମାସ୍କ ପରେ ପଶ୍ଚିମବଙ୍ଗର ଏଲଇଡି ମାସ୍କ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଲ୍‌ଇଡି ମାସ୍କ । ୨୪ ପ୍ରଗଣାର ଗୌର ନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି । ତେବେ ଚର୍ଚ୍ଚାରେ ରହିବାକୁ ନୁହେଁ…

ଭୁବନେଶ୍ୱରରେ ୬ ଶହ ଟପିଲା ଆକ୍ଟିଭ କେସ୍‌; ଆଉ ନୂଆ ୪୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଫେବ୍ରୁଆରୀରେ ଆସିପାରେ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ କୋଭିଡ-୧୯ ଟିକା । ଆନିମଲ ଉପରେ ଭ୍ୟାକସିନ ଟ୍ରାଏଲ ସଫଳତା ହେବା ପରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।…

୧୦ଟି କମ୍ପାନୀର କରୋନା ଔଷଧ ପରୀକ୍ଷା କରିବ ILS

ଭୁୁବନେଶ୍ୱର: ଓଡିଶାରେ ୧୦ କରୋନା ଔଷଧର ପରୀକ୍ଷା ହେବ । ଦେଶର ୧୦ଟି କମ୍ପାନୀର କୋଭିଡ୍ ଔଷଧ ପରୀକ୍ଷା କରିବ ILS । ଔଷଧ ଆକ୍ରାନ୍ତଙ୍କଠାରେ କିଭଳି କାମ କରୁଛି ସେନେଇ ପରୀକ୍ଷା କରାଯିବ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଔଷଧର ପରୀକ୍ଷା ହେବ । ଭୁବନେଶ୍ବର ILS ପରୀକ୍ଷାଗାରରେ ହେବ…

କାଲିଠୁ ନବରଙ୍ଗପୁର ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୨ ଦିନ ପାଇଁ ନବରଙ୍ଗପୁରକୁ ସଟଉଡାଉନ୍ ଘୋଷଣା ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । କାଲି ସକାଳ ୫ଟାରୁ ୨୨ ତାରିଖ ଯାଏଁ ଏହି ସଟଡାଉନ୍ ଘୋଷଣା ହୋଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା…