ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଶବ ସତ୍କାର ପାଇଁ ୭୫୦୦ ଟଙ୍କା ଦିଆଯିବ । ଗୋଟିଏ ମୃତଦେହ ପିଛା ୭୫୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ କୋଭିଡ ପଜିଟିଭ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରାଯିବ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
BREAKING NEWS
- ସଂଶୋଧିତ ଇଂରାଜୀ ବନାନର ତ୍ଵରିତ କାର୍ଯ୍ୟକାରୀ ପାଇଁ ରାଜସ୍ୱ ବିଭାଗର ନିର୍ଦ୍ଦେଶ; ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ…
- ପୁରୀରୁ ଚୋରି ହୋଇଥିଲା, ଭୁବନେଶ୍ୱରରେ ମିଳିଲା: ପ୍ରକୃତ ମାଲିକଙ୍କୁ ୩୦୦ରୁ ଊର୍ଦ୍ଧ୍ୱ ମୋବାଇଲ୍ ଫେରାଇଲା ପୋଲିସ
- ଘରୋଇ କ୍ରିକେଟରେ ଏହି ସବୁ ନିୟମ ଲାଗୁ କରିବ ବିସିସିଆଇ
- ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ: ସ୍ମିତା ପାଣି ହେଲେ OSMCL ଏମଡି, ଡ. ପୋମା ଟୁଡୁଙ୍କୁ ନୂଆ ବିଭାଗ
- ରାଜଧାନୀରେ ପୁଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ଅଭିଯୁକ୍ତମାନେ ଫେରାର
- ୨୪ ଦିନ, ୧୦ ମ୍ୟାଚ, ୧ ବିଜୟ: ଏହି ଟିମକୁ କଣ ପ୍ରଶାନ୍ତ ମହାସାଗରରେ ବୁଡେଇ ଦେବା
- ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ, ଗାଦି ଛାଡ ନଚେତ୍…
- ସାର ପାଇଁ ରାତି ଅନିଦ୍ରା ହେଉଛନ୍ତି ଅନ୍ନଦାତା, ରାଜ୍ୟରେ ଅଭାବ ନାହିଁ କହିଲେ ସମବାୟ ମନ୍ତ୍ରୀ: କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଅଜବ ପ୍ରଥା: ଶ୍ରାବଣ ମାସରେ ୫ ଦିନ ନିବସ୍ତ୍ର ରହନ୍ତି ମହିଳା
- ଗଞ୍ଜେଇ ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ପୋଲିସ ଗୁରୁତର; ୨୪ ଅଟକ
Comments are closed.