Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ନୟାପଲ୍ଲୀର ଏହିସବୁ ଅଞ୍ଚଳ

ଭୁବନେଶ୍ୱର: ସ୍ଥାନୀୟ ଅଞ୍ଚକରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଗୁରୁବାର ଦିନ ନୟାପଲ୍ଲୀ ଅଞ୍ଚଳରେ ସୀତାପୁର ବସ୍ତି ଏବଂ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। କଣ୍ଟେନମେଣ୍ଟ ଜୋନ୍: ଡ଼. ମିଲନ୍…

କରୋନା ମୁକ୍ତ ହେଲା ସୋନପୁର ଜିଲ୍ଲା

ସୁବର୍ଣ୍ଣପୁର: ରାଜ୍ୟରେ କରୋନା ମୁକ୍ତ ହୋଇଛି ସୋନପୁର ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଥିଲେ ଚିକିତ୍ସାଧୀନ ଥିବା ୭ ଆକ୍ରାନ୍ତ । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ଶୂନ । ସୋନପୁର ଜିଲ୍ଲାରୁ ମୋଟ୍ ୪୪ ଜଣ ଭୂତାଣୁ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ଲାଗିଲା କଟକଣା, ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ…

୧୪ ଦିନିଆ ଲକଡାଉନ୍‌ରେ କ’ଣ ଖୋଲା ରହିବ କ’ଣ ବନ୍ଦ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ିଚାଲିଛି ମାହାମାରୀ କରୋନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୪ ଜିଲ୍ଲା । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ସମତେ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ୧୪ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧…

୪ ଜିଲ୍ଲା ଓ ରାଉରକେଲା ସହର ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା । ଏଥିପାଇଁ କରୋନା ମୁକାବଇଲା ଲାଗି ରାଜ୍ୟ ସରକାର ନୂଆ ଗାଇଡାଲଇନ୍ ଜାରି କରିଛନ୍ତି । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ଓ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁ୍‌କ୍ରବାର ରାତି ୪ରୁ…

୨୦ରୁ ରାଜ୍ୟରେ ମିଳିବ ଟେଲିମେଡିସିନ୍ ସେବା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସେବା ମିଳିବ । କରୋନା ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ମଧ୍ୟରୁ ଯାଜପୁରରୁ ୯୮, ୮୪ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୬, ୩୬ ଜଣ ଗଜପତି, ୧୭ ଜଣ…

ସିଲଭରସିଟିର ଗୋଲଡେନ ମ୍ୟାନଙ୍କ ମୁହଁରେ ୧୦୦ ଗ୍ରାମର ସୁନା ମାସ୍କ

କଟକ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ କରୋନା ପାଇଁ ଚାରିଆଡେ ହା ହା କାର । କୋଭିଡ-୧୯ରୁ ବଂଚିବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାନିଟାଇଜ କରିବା । ଏଥିପାଇଁ ବଜାରରେ ଭଳି କି ଭଳି ମାସ୍କ ବିକ୍ରି ହେଉଛି । ଏବେ ବିଭିନ୍ନ ଡାଜାଇନର ମାସ୍କ ଟ୍ରେଣ୍ଡରେ…

କରୋନାକୁ ଲାଗୁନି ବ୍ରେକ୍, ଭୁବନେଶ୍ୱରରେ ଆଉ ୬୦ ପଜିଟିଭ

ଭୁବନେଶ୍ୱର: କରୋନାକୁ ଲାଗୁନି ବ୍ରେକ୍ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧର ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ଜଣ…