Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ୪୯୪ ନୂଆ ପଜିଟିଭ୍, ୧୫ ହଜାର ପାର କଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ୧୫ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୯୪ ନୂଆ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୭୨ଟି । ଗଞ୍ଜାମ ଜିଲ୍ଲାରୁ ପୁଣି ସର୍ବାଧିକ ୨୪୬ ଭୂତାଣୁ ସଂକ୍ରମିତ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ

କଟକ: ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ ସେବା । ଶୁଭାରମ୍ଭର ଦିନେ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ । କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଆକ୍ରାନ୍ତଙ୍କୁ ଥେରାପୀ ଦିଆଯାଇଛି । ତାଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି । ଏହି ସୂଚନା…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩୨ ହଜାର ଆକ୍ରାନ୍ତ, ୬୦୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୯,୬୮,୮୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ପଜିଟିଭ ଚିହ୍ନଟ ହେଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ସିରିଏଲ୍ ‘ଇଶ୍କବାଜ୍'ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀନୁ ପାରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀନୁ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ଯେ, କିଛି ଦିନ ପୂର୍ବେ ସେ କୋଭିଡ…

ନିତା ଅମ୍ବାନୀଙ୍କ ଆଶ୍ୱାସନା: ଭାରତର କୋଣ ଅନୁକୋଣରେ ପହଞ୍ଚିବ କରୋନା ଭାକ୍ସିନ

ମୁମ୍ବାଇ: ଭାରତବାସୀଙ୍କୁ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କ ଆଶ୍ୱାସନା । କୋଭିଡ ୧୯ ଟୀକା ଆସିବା ପରେ ଜିଓର ଡିଜିଟାଲ୍ ଭିତ୍ତିଭୂମିକୁ ବ୍ୟବହାର କରି ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଏହାକୁ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ। ବୁଧବାର ଦିନ…

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।…

ଘରୋଇ ଲ୍ୟାବରେ ୪୫୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁୁବନେଶ୍ୱର: ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଂଟିଜେନ୍ ଟେଷ୍ଟ । ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୪୫୦ ଟଙ୍କା । ଏନେଇ ରାଜ୍ୟ ସରକାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଇସିଏମଆର୍ ନିୟମ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଆଂଟିଜେନ୍ ଟେଷ୍ଟ ଦ୍ୱାରା ଲୋକେ କରୋନାରେ…

୭ ଦିନ ପାଇଁ ଛତ୍ରପୁର ଏନଏସି ସଟଡାଉନ୍

ଗଞ୍ଜାମ: ଆସନ୍ତାକାଲିଠାରୁ ୭ ଦିନ ପାଇଁ ଗଂଜାମ ଜିଲ୍ଲାର ଛତ୍ରପୁର ଏନ୍ଏସି ଅଂଚଳକୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC, କୋଦଳା,…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ

ବାଲେଶ୍ୱର: କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ । 10 ଦିନ ଚିକିତ୍ସା ପରେ ମହାମାରୀ କରୋନାରୁ ସୁସ୍ଥ ହୋଇ ନୀଳଗିରି ବିଧାୟକ ଆଜି ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ କୋଡିଭ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ହୋମ୍‌କ୍ୱାରେଂଟାଇନ୍‌ରେ ଅଛନ୍ତି ।…

ପ୍ଲାଜମା ଦାନ କରନ୍ତୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି…